ETV Bharat / sitara

ପରଲୋକରେ ପ୍ରଖ୍ୟାତ ଅଭିନେତା ଗିରୀଶ କର୍ଣ୍ଣଡ - padmasri

ପ୍ରସିଦ୍ଧ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ଗିରୀଶ କର୍ଣ୍ଣଡଙ୍କ ପରଲୋକ । 81 ବର୍ଷରେ ହୋଇଛି ଦେହାନ୍ତ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Jun 10, 2019, 10:30 AM IST

Updated : Jun 10, 2019, 12:38 PM IST

ହାଇଦ୍ରାବାଦ: ପଦ୍ମଶ୍ରୀ ନାଟ୍ୟକାର, ଅଭିନେତା ତଥା ନିର୍ଦ୍ଦେଶକ ଗିରୀଶ କର୍ଣ୍ଣଡଙ୍କ 81 ବର୍ଷରେ ଦେହାନ୍ତ ହୋଇଛି । ବେଙ୍ଗାଲୁରୁରେ ଆଜି(10 ଜୁନ) ସକାଳ 6ଟା 30ମିନିଟ ସମୟରେ ପ୍ରାଣତ୍ୟାଗ କରିଛନ୍ତି ଗିରିଶ ।

1974ରେ ପଦ୍ମଶ୍ରୀ, 1992ରେ ପଦ୍ମଭୂଷଣ ପାଇଥିବା ଗିରିଶ 1938 ମସିହା ମେ 19ରେ ମୁମ୍ବାଇରେ ଜନ୍ମ ନେଇଥିଲେ । ଅକ୍ସଫୋର୍ଡ ୟୁନିଭର୍ସିଟିରୁ ରୋହଡ୍ସ ସ୍କୋଲାରସିପ ପାଇଥିବା ଗିରୀଶ 1961ରେ ‘ଯଯାତି’ନାମକ ଏକ ପୁସ୍ତକ ଲେଖିଥିଲେ ।

ଗିରୀଶ 1970ରେ କନ୍ନଡ ଫିଲ୍ମ ସମସ୍କାରରେ ଅଭିନେତା ଜଗତକୁ ଡେବ୍ୟୁ କରିଥିଲେ । ଏହାପରେ ସେ ବିଭିନ୍ନ ଭାଷାରେ ଫିଲ୍ମ କରିଥିଲେ । ଶେଷ ଥର ବଲିଉଡ ଫିଲ୍ମ ‘ଟାଇଗର ଜିନ୍ଦା ହୈ’ ରେ ନଜର ଆସିଥିଲେ ।

Girish karnad
ଫଟୋ ସୌଜନ୍ୟ: ଏ ଏନ ଆଇ

ତାଙ୍କ ମୃତ୍ୟୁରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀ ତିନିଦିନ ପାଇଁ ରାଜ୍ୟରେ ଶୋକ ଦିବସ ପାଳନ କରିବା ସହ ଗୋଟିଏ ଦିନ ପାଇଁ ପବ୍ଲିକ ହଲି-ଡେର ମଧ୍ୟ ଘୋଷଣା କରିଛନ୍ତି । ଏହାସହ ବିଶିଷ୍ଟ ଲେଖକ ଅମିତାଭ ଘୋଷ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଗିରୀଶ କର୍ଣ୍ଣଡଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।

Girish karnad
ଫଟୋ ସୌଜନ୍ୟ: ଟ୍ବିଟର/@Naveen_Odisha

Intro:Body:

fsfs

Conclusion:
Last Updated : Jun 10, 2019, 12:38 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.