ETV Bharat / sitara

‘ଗୋଟିଏ ଦେଶ ଗୋଟିଏ ଆଇନ ରହିବା କଥା’

author img

By

Published : Aug 18, 2019, 10:17 AM IST

କାଶ୍ମରରୁ ଆର୍ଟିକଲ 370 ହଟିବା ପ୍ରସଙ୍ଗ ଉପରେ ଅନେକ ସେଲିବ୍ରିଟି ନିଜ ନିଜ ପ୍ରତିକ୍ରିୟା ରଖିସାରିଛନ୍ତି । ଇତିମଧ୍ୟରେ ଫିଲ୍ମ ନିର୍ମାତା ଏକତା କପୁର ନିଜ ବିଚାର ରଖିଥିବାର ନଜର ଆସୁଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଏକତା କପୁର

ମୁମ୍ବାଇ: ଯେବେଠାରୁ ମୋଦି ସରକାର କାଶ୍ମୀରରୁ ଆର୍ଟିକଲ 370 ଉଚ୍ଛେଦ କରିଛନ୍ତି, ତେବେ ଠାରୁ କିଛି ଲୋକ ଏହାକୁ ସମର୍ଥନ କରୁଛନ୍ତି ତ ଆଉ କିଛି ଏହାକୁ ବିରୋଧ କରୁଥିବାର ଦେଖାଯାଉଛନ୍ତି । ଏବେ ଲୋକପ୍ରିୟ ଫିଲ୍ମ ନିର୍ମାତା ଏକତା କପୁର ମଧ୍ୟ ଏହି ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଏକତା କହିଛନ୍ତି କି ଜମ୍ମୁ-କାଶ୍ମୀରରୁ ସରକାରଙ୍କ ଆର୍ଟିକଲ 370 ଉଚ୍ଛେଦ କରିବା ନିଷ୍ପତ୍ତିକୁ ସେ ସ୍ବାଗତ କରୁଛନ୍ତି । କାରଣ ତାଙ୍କ ଅନୁଯାୟୀ ଭାରତରେ ଗୋଟିଏ ଦେଶ ଗୋଟିଏ ଆଇନ ନୀତି ହେବା ଦରକାର ।

ପ୍ରକାଶ ଥାଉକି ଏକତାଙ୍କ ୱେବ ସିରିଜ ‘ହକ ସେ’ ଜମ୍ମୁ-କାଶ୍ମୀରର ପୃଷ୍ଠଭୂୀମି ଉପରେ ଆଧାରିତ । ଆର୍ଟିକଲ 370 ହଟିବା ପ୍ରସଙ୍ଗ ଉପରେ ଯେତେବେଳେ ମିଡିଆ ତାଙ୍କୁ ପ୍ରଶ୍ନ କରିଥିଲେ । ତେବେ ଏକତା କହିଥିଲେ, ‘ମୁଁ ଏହି ଦେଶରେ ରହୁଛି ଆଉ ମୋ ଅନୁଯାୟୀ ଆମକୁ ଗୋଟିଏ ଦେଶ, ଗୋଟିଏ ଆଇନ ନୀତିକୁ ଆପଣାଇବା କଥା ।’

ପ୍ରକାଶ ଥାଉକି ‘ହକ ସେ’ ୱେବ ସିରିଜରେ ଅଭିନେତା ରାଜୀବ ଖଣ୍ଡେଲୱାଲ, ସୁରଭିନ ଚାୱଲା ଓ ପାରୁଲ ଗୁଲାଟି ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର କାହାଣୀ ଚାରି ଭଉଣୀଙ୍କ ସ୍ବପ୍ନକୁ ନେଇ ଆଧାରିତ ।

Intro:Body:

dfbh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.