ETV Bharat / sitara

ମେ 1 ଅପେକ୍ଷାରେ ଜାହ୍ନବୀ, ଜାଣନ୍ତୁ କାହିଁକି ?

author img

By

Published : Apr 29, 2021, 1:46 PM IST

Updated : Apr 29, 2021, 2:18 PM IST

ଜାହ୍ନବୀଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ । ଭ୍ୟାକ୍ସିନ ନେବାକୁ ଅପେକ୍ଷା କରିଛନ୍ତି ସେ । ଏହାସହ ଫ୍ୟାନ୍ସଙ୍କୁ ମଧ୍ୟ ରେଜିଷ୍ଟ୍ରେସନ କରିବାକୁ କଲେ ଅନୁରୋଧ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜାହ୍ନବୀ କପୁର

ମୁମ୍ବାଇ: କୋରୋନାରୁ ସୁରକ୍ଷିତ ରହିବା ପାଇଁ ମେ 1ରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବାକୁ ଯାଉଛି । ଏଥି ପାଇଁ 18 ବର୍ଷରୁ ଉର୍ଦ୍ଧ୍ବ ବୟସଙ୍କ ପଞ୍ଜୀକରଣ ବୁଧବାର ଆରମ୍ଭ ହୋଇଛି । ସେହିପରି ସେଲିବ୍ରିଟି ସୋସିଆଲ ମିଡିଆରେ ସମସ୍ତଙ୍କୁ ଏଥିରେ ରେଜିଷ୍ଟ୍ରେସନ କରିବାକୁ ଅନୁରୋଧ କରୁଥିବାର ନଜର ଆସୁଛନ୍ତି । ସେପଟେ ଜାହ୍ନବୀ କପୁର ମଧ୍ୟ ମେ 1କୁ ଅପେକ୍ଷାରେ ଅଛନ୍ତି ।

ସେ ଇନଷ୍ଟାଗ୍ରାମରେ ନିଜର ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ମେ 1କୁ ଅପେକ୍ଷା । ଦୟା କରି ସମସ୍ତେ ଭ୍ୟାକ୍ସିନ ରେଜିଷ୍ଟ୍ରେସନ କରାଆନ୍ତୁ । ସୁସ୍ଥ ରୁହନ୍ତି ।’

ଜାହ୍ନବୀଙ୍କ ପୂର୍ବରୁ ଅନେକ ସେଲିବ୍ରିଟି ଦେଶବାସୀଙ୍କୁ ସଚେତନା ବାର୍ତ୍ତା ବାଣ୍ଟିସାରିଲେଣି । କଙ୍ଗନା ରଣାୱତ ମଧ୍ୟ ଟ୍ବିଟରରେ ଭିଡିଓ ସେୟାର କରି ଭ୍ୟାକ୍ସିନ ନେବା କଥା କହିଥିଲେ ।

Last Updated : Apr 29, 2021, 2:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.