ETV Bharat / sitara

ପୁରୁଣା ପ୍ରେମ ସହ ‘ବଲମ ପିଚିକାରୀ’ରେ ନାଚିଲେ ଦୀପିକା

ପୁରୁଣା ବଲମଙ୍କ ସହ ‘ବଲମ ପିଚିକାରୀ’ରେ ନାଚିଲେ ଦୀପିକା ପାଦୁକୋନ । ଭାଇରାଲ ହେଲା ଭିଡିଓ ।

author img

By

Published : Jun 1, 2019, 10:24 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/deepikapadukon

ହାଇଦ୍ରାବାଦ: ପୁରୁଣା ଦିନକୁ ମନେ ପକାଇଛନ୍ତି ବଲିଉଡର ପୁରୁଣା ଯୋଡି ରଣବୀର କପୁର ଓ ଦୀପିକା ପାଦୁକୋନ । ‘ୟେ ଜୱାନି ହେ ଦିୱାନି’ରେ ଦେଖିବାକୁ ମିଳିଥିଲା ଦୀପିକା ଓ ରଣବୀରଙ୍କ ସିଜିଲିଂ କେମେଷ୍ଟ୍ରି । ତେବେ ଫିଲ୍ମର ରିଲିଜକୁ ପୁରିଛି 6 ବର୍ଷ । ଫିଲ୍ମର ସେ ଦିନକୁ ମନେ ପକାଇ ଦୁହେଁ ବଲମ ପିଚିକାରୀ ଗୀତରେ ନାଚିଛନ୍ତି । ଭିଡିଓର ବ୍ୟାକଗ୍ରାଉଣ୍ଡ ସାଉଣ୍ଡରେ ଦୀପିକାଙ୍କୁ ପତି ରଣବୀର ସିଂହ ‘ଓ ବେବି’ କହୁଥିବାର ମଧ୍ୟ ଶୁଣାଯାଇଛି । ତେବେ ଏହି ଭିଡିଓକୁ ସୋସିଆଲମିଡିଆରେ ସେୟାର କରାଯାଇଛି ।

ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/deepikapadukon

ଭିଡିଓରେ ଦୀପିକାଙ୍କୁ ବ୍ଲାକ ଡ୍ରେସ ସହ ନିଟ ବନରେ ଦେଖିବାକୁ ମିଳିଥିଲାବେଳେ ରଣବୀରଙ୍କୁ ଫର୍ମାଲରେ ଦେଖିବାକୁ ମିଳିଛି । ଏହାସହ ଦୁହିଁଙ୍କୁ ଭାନିଟି ଭ୍ୟାନରେ ନାଚୁଥିବାର ଦେଖିବାକୁ ମିଳିଛି । କିଛି ଦିନ ତଳେ ଦୀପିକା ରଣବୀରଙ୍କ ପିତା ରିଷି କପୁରଙ୍କୁ ଦେଖା କରିବାକୁ ନ୍ୟୁୟର୍କ ଯାଇଥିଲେ । ତେବେ ଏହାର ଏକ ଫଟୋ ସେୟାର କରିଥିଲେ ନିତୁ କପୁର ।

ତେବେ ରଣବୀର ଓ ଦୀପିକାଙ୍କ ପ୍ରେମ କାହାଣୀ 2008ରେ ‘ବଚନା ଏ ହସିନୋ’ରୁ ଆରମ୍ଭ ହୋଇଥିଲା । ପରେ ସେମାନଙ୍କ ଭିତରେ ମତାନ୍ତର ଦେଖାଦେଇଥିଲେ ଓ ଶେଷରେ ଦୁହେଁ ଅଲଗା ହୋଇଯାଇଥିଲେ । ଏବେ ଦୀପିକା ବଲିଉଡ ବାଜିରାଓ ରଣବୀର ସିଂହଙ୍କ ପତ୍ନୀ ।

Intro:Body:

sdfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.