ETV Bharat / sitara

ବଲିଉଡରେ କପୁର ଖାନଦାନର ଆଉ ଜଣେ ଝିଅ

ବଲିଉଡରେ ଆଉ ଏକ ନୂଆ ନିର୍ଦ୍ଦେଶିକାଙ୍କର ଏଣ୍ଟ୍ରି। କପୁର ଖାନଦାରନ ଲାଡଲୀ ଅର୍ଥାତ୍ ଅଭନେତା ସଞ୍ଜୟ କପୁର ଓ ମହୀପ୍ କପୁରଙ୍କ ଝିଅ ସନାୟା କପୁର। ବର୍ତ୍ତମାନ ସେ ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି।

author img

By

Published : Feb 20, 2019, 3:40 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ମୁମ୍ବାଇ: ବଲିଉଡରେ ଡେବ୍ୟୁ କରିଛନ୍ତି କପୁର ଖାନଦାନର ଆଉ ଜଣେ ଝିଅ । ଆମେ ଏଠାରେ କଥା ହେଉଛୁ ଅଭିନେତା ସଞ୍ଜୟ କପୁର ଓ ମହୀପ କପୁରଙ୍କ ଝିଅ ସନାୟାଙ୍କ ବିଷୟରେ । ସେ ବଲିଉଡରେ ଅଭିନୟ ନୁହେଁ ନିର୍ଦ୍ଦେଶନାରେ ଡେବ୍ୟୁ କରିଛନ୍ତି। ସଞ୍ଜୟ ଓ ମହୀପ ଦୁଇଜଣ ଝିଅକୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି।

ସନାୟା ଏହି ସମୟରେ ଲକ୍ଷ୍ନୌରେ ନିଜ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଜଣାଇ ଦେଉଛୁ ଯେ କପୁର ଖାନଦାନରୁ ଅଭିନେତ୍ରୀ ସୋନମ କପୁର ଓ ଜାହ୍ନବୀ କପୁର ବଲିଉଡରେ ବର୍ତ୍ତମାନ ସଫଳ ଅଭିନେତ୍ରୀରେ ସାମିଲ ହୋଇସାରିଛନ୍ତି।

ମହୀପ ସୋସିଆଲ ମିଡିଆରେ ସନାୟାଙ୍କ ସହ ଏକ ଫଟୋ ସେୟାର କରି ଲେଖିଛନ୍ତି, "My baby's gone to Lucknow for 2 weeks. MissYouAlready."

ପିତା ସଞ୍ଜୟ ଝିଅ ସନାୟାଙ୍କ ଡେବ୍ୟୁ ବିଷୟରେ କହିଥିଲେ କି ସେ ବଲିଉଡରେ ଏଣ୍ଟ୍ରି କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଖୁବ୍ ପରିଶ୍ରମ ମଧ୍ୟ କରୁଛନ୍ତି। ସେ ଜାଣିନାହାଁନ୍ତି ସନାୟା କେବେ ଡେବ୍ୟୁ କରିବେ।ଯଦି ସନାୟାଙ୍କ କଥା ହେବା, ତେବେ ପ୍ରଥମେ ସେ ନିର୍ଦ୍ଦେଶନାରେ ନିଜ ଭାଗ୍ୟ ପରୀକ୍ଷା କରିବେ ତା'ପରେ ଅଭିନୟରେ। ତେଣୁ ଏଥି ନିମନ୍ତେ ସେ ପ୍ରଥମେ ଅଭିନୟରେ ନୁହେଁ ନିର୍ଦ୍ଦେଶନାରେ ପାଦ ଥାପିଛନ୍ତି। କେବଳ ସନାୟା ନୁହେଁ ତାଙ୍କ ସମ୍ପର୍କୀୟ ଭାଇ, ଭାଉଣୀ ଅର୍ଜୁନ କପୁର ଓ ସୋନମ ମଧ୍ୟ ଅଭିନୟ ପୂର୍ବରୁ ନିର୍ଦ୍ଦେଶନା ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ।

ଭିଓ 1

ଆଜିକାର ଏହି ଆଧୁନିକ ଯୁଗ ରେ ବି ଛୁଆଁ ,ଅଛୁଆଁ ଭେଦଭାବ, ନିଜ ନିଜ ଜାତିକୁ ନେଇ ଦଙ୍ଗା ଫସାଦ ଆଦି ଅନେକ କଥା ଆମେ ଦେଖି ଆସୁଛୁ ବା ନିଜର ଅଙ୍ଗେ ନିଭେଇ ଆସୁଛୁ। କିନ୍ତୁ ଏହି ସବୁ କୁ ଦୁର କରି ଆଜି ସାମଜ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଭୁବନେଶ୍ୱର ଶାଳିଆ ସହି ଅଞ୍ଚଳ ହିନ୍ଦୁ ବାବୁ ରତ୍ନାକର ମହାନ୍ତି ଓ ମୁସଲିମ ଭାଇ ଶେକ ଆସିକ ଅଲ୍ଲୀ
ଆଉ ପାଲଟିଛନ୍ତି ଶାଳିଆ ସହି ର ରାମ ଓ ରହିମ।

ଭିଓ 2

 ଭୁବନେଶ୍ୱର ର ସବୁଠାରୁ ଅନୁନ୍ନତ ବସ୍ତି ଶାଳିଆ ସହି । ଆଉ ଏହି ବସ୍ତି କୁ 2005 ମସିହାରେ ନିଜର କରି ଏହି ଦୁଇ ଜଣ  ଆରମ୍ଭ କରିଥିଲେ ଏକ ଚାଟଶାଳୀ। ଆଉ ଏବେ ସେହି ଚାଟଶାଳି ବଡ଼ ବିଦ୍ୟାଳୟ ରେ ପାଲଟି ଯାଇଛି ସତ ହେଲେ ଆଜି ବି ଏହି କୁନି କୁନି ଗରିବ ବସ୍ତି ପିଲା କୁ କରୁଛି ଦେଶ ର ଜଣେ ଜଣେ ସୁ ନାଗରିକ।
ମାତ୍ର 20 ଜଣ ଛୁଆ ଓ ଏହି ଦୁଇ ଜଣ ଶିକ୍ଷକ ମିଶି ଆରମ୍ଭ କରିଥିଲେ । ଆଉ ଏବେ ଏହି ବିଦ୍ୟାଳୟ  ଗରିବ ଛାତ୍ରଛାତ୍ରୀ ଯେ ଦେଶ ବିଦେଶ ରେ ନିଜର ନା କରିଛନ୍ତି ତାହା ସ୍କୁଲ ର କାନ୍ଥରେ ଲାଗିଥିବା ଫୋଟୋ କହୁଛି। ଅନ୍ୟ ପଟେ ବିଦ୍ୟାଳୟ ର ମାସିକ ଫି କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ କାରଣ ଆଜି କୁ ଦୀର୍ଘ 15 ବର୍ଷ ପରେ ବି ମାସିକ 200 ଟଙ୍କା ଚୁଆ ଙ୍କ ଠାରୁ ଆଦାୟ ହୁଏ। ଆଉ ବସ୍ତି ଭିତରେ ଆଉ କୌଣସି ଏହି ଭଳିଆ ବିଦ୍ୟାଳୟ ନାହିଁ ଯୋଉଠି ଏମିତି ସ୍ବଳ୍ପ ପଇସା ରେ ଭଲ ଓ ଗୁଣାତ୍ମକ ଶିକ୍ଷା ମିଳୁଛି। 

ବାଇଟ ପ୍ରଧାନ ଶିକ୍ଷକ ଶେକ ଆସିକ ଅଲ୍ଲୀ
ବାଇଟ ଅଭିଭାବକ

ଭିଓ 3
ଆଉ ସବୁ ଠାରୁ ବଡ଼ କଥା ହେଲା ଏହି ବିଦ୍ୟାଳୟ କୁ ଖାଲି ଯେ ଶାଳିଆ ସହି ଅଞ୍ଚଳ ର ଚୁଆ ପାଠ ପଢ଼ନ୍ତି ତା ନୁହଁ, ପାଖ ଆଖ ବସ୍ତି ର ଅନେକ ଚୁଆ ଆସି ଏଠି ଅଧ୍ୟୟନରତ। ଓ ସେନିଆ ଗାନ୍ଧୀ ବି ନିଜସ୍ୱ ଇଚ୍ଛା ରେ ନିଜ ବାସ ଭବନ ରେ ଏହି ସ୍କୁଲ କିଛି ଛାତ୍ରଛାତ୍ରୀ ଙ୍କୁ ଭେଟି ଥିଲେ।
ପ୍ରଥମେ ଯେତେବେଳେ ବସ୍ତି ପିଲା ସବୁ ପାଠ ନ ପଢି ବୁଲୁଥିଲେ ନିଶା ଶକ୍ତ ଥିଲେ ସେତେବେଳେ ଏହି ଦୁଇ ଜଣ ହିଁ ଛୁଆ ଙ୍କୁ ବୁଝାଇ ସୁଝାଇ ବିଦ୍ୟାଳୟ କୁ ଆଣୁ ଥିଲେ।
ଚାହିଁ ଥିଲେ ରତ୍ନାକର ଓ ଶେକ ଆସିକ ଅଲ୍ଲୀ
ବଡ଼ ବଡ଼ ପ୍ରାଏଭେଟ ସ୍କୁଲ ରେ ହଉ ବା ସରକାରୀ ସ୍କୁଲ ରେ ମେଟା ଦରମା ରେ ଚାକିରୀ କରି ପାରିଥାନ୍ତେ ହେଲେ ନିଜେ ଜୀବନ କୁ ଏହି ବିଦ୍ୟାଳୟ ରେ ଲାଗଇ ମଣିଷ ଗାଢୁଛନ୍ତି ଏ ମାନେ।

ବାଇଟ ରତ୍ନାକର ମହାନ୍ତି , ପ୍ରତିଷ୍ଠାତା

ଫାଇନାଲ୍ ଭିଓ
ସତରେ ଆଜିକାର ସ୍ୱାର୍ଥ ସମାଜ ରେ ମଣିଷ ମଣିଷ ର ହୋଇ ନ ପାରିଲା ବେଳେ ଶାଲିଆ ଶାହି ବସ୍ତି କୁ ନିଜର କରି କରି ମଣିଷ ତିଆରି କାରଖାନା କରି ଥିବା କଲି ଯୁଗ ର ରାମ ଓ ରହିମ ଏକ ଜ୍ୱଳନ୍ତ ଉଦାହରଣ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.