ETV Bharat / sitara

'ଇଣ୍ଡିଆନ୍ ଆଇଡଲ୍ 12' ପାଇଁ ଅନଲାଇନ୍ ଅଡିସନ, ପ୍ରମୋ ରିଲିଜ୍ - covid 19 effect

ଯଦି ଆପଣ ଗୀତ ଗାଇବାକୁ ଚାହୁଁଛନ୍ତି, ତେବେ ଆପଣମାନଙ୍କ ପାଇଁ ଏକ ଖୁସି ଖବର ଅଛି । ଏଥର ଘରେ ବସି ଆପଣମାନେ 'ଇଣ୍ଡିଆନ୍ ଆଇଡଲ୍ 12' ପାଇଁ ଅଡିସନ୍ ଦେଇପାରିବେ । ହଁ, କରୋନାଭାଇରସ ବିସ୍ତାର ହେତୁ ଏହି ସୋ ପାଇଁ ଅନଲାଇନ୍ ଅଡିସନ୍ କରାଯିବ । ଏହାର ପ୍ରମୋ ମଧ୍ୟ ରିଲିଜ୍ ହୋଇସାରିଛି । ଅଧିକ ପଢନ୍ତୁ...

covid 19 effect indian idol aspirants to audition from home
'ଇଣ୍ଡିଆନ୍ ଆଇଡଲ୍ 12' ପାଇଁ ଅନଲାଇନ୍ ଅଡିସନ, ପ୍ରମୋ ରିଲିଜ୍
author img

By

Published : Jul 15, 2020, 7:05 AM IST

ମୁମ୍ବାଇ: କରୋନାଭାଇରସ୍ କାରଣରୁ ଏଥର 'ଇଣ୍ଡିଆନ୍ ଆଇଡଲ୍' ରେ ଯୋଗଦେବାକୁ ଚାହୁଁଥିବା ଲୋକମାନେ ଘରୁ ଅଡିସନ ଦେବେ ।

ମ୍ୟୁଜିକ୍ ରିଆଲିଟି ସୋ 12ତମ ସିଜିନ କରୋନା ପ୍ରତିବନ୍ଧକ ହେତୁ ଡିଜିଟାଲ୍ ଅଡିସନ୍ ବାଧ୍ୟତାମୂଳକ ହୋଇଛି ।

'ଇଣ୍ଡିଆନ୍ ଆଇଡଲ୍ 12' ସିଜିନର ହୋଷ୍ଟ ଥିବା ଆଦିତ୍ୟ ନାରାୟଣ କହିଛନ୍ତି, ମୁଁ 'ଇଣ୍ଡିଆନ୍ ଆଇଡଲ୍' ସହିତ ଜଡିତ ଥିବାରୁ ଅତ୍ୟନ୍ତ ଖୁସି ଅଟେ । କିନ୍ତୁ ଏଥର ମୋର ଉତ୍ସାହ ଦୁଇଗୁଣ ବଢିଯାଇଛି । କାରଣ ଟିମ ମୋ ପାଖକୁ ଆସି ଏହାର ପ୍ରମୋ ପାଇଁ ଗୀତ ଗାଇବାକୁ ପ୍ରସ୍ତାବ ଦେଇଥିଲେ । ପ୍ରୋମୋ ରେକର୍ଡ କରିବା ପ୍ରକୃତରେ ବହୁତ ଭଲ ଥିଲା । ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କଲି ଯେ ମୁଁ ଭାରତର ସବୁଠାରୁ ଫେମସ ମ୍ୟୁଜିକ୍ ରିଆଲିଟି ସୋ ପାଇଁ ଗୀତ ଗାଉଥିଲି ।

ପ୍ରୋମୋରେ ଦର୍ଶକମାନଙ୍କ ଠାରୁ ମିଳିଥିବା ପ୍ରତିକ୍ରିୟାରେ ମୁଁ ଅତ୍ୟନ୍ତ ଆନନ୍ଦିତ ଅଟେ । ମୁଁ ମୋର ଭିଡିଓ ରେକର୍ଡିଂ କରି ଜୁଲାଇ 25 ରୁ ସୋନି ଲାଇଭରେ ଅପଲୋଡ୍ କରି 'ଇଣ୍ଡିଆନ୍ ଆଇଡଲ୍ 12' ରେ ଅଂଶଗ୍ରହଣ କରିବାକୁ ସମସ୍ତ ସଂଗୀତ କଳାକାରମାନଙ୍କୁ ନିମନ୍ତ୍ରଣ କରୁଛି । ଏଥର ଘରେ ବସି ଆପଣ 'ଇଣ୍ଡିଆନ୍ ଆଇଡଲ୍' ପାଇଁ ଅଡିସନ୍ ଦେଇପାରିବେ ।

https://www.etvbharat.com/hindi/delhi/sitara/tv-and-theater/covid-19-effect-indian-idol-aspirants-to-audition-from-home/na20200714154527498

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.