ETV Bharat / sitara

କୋରୋନା କବଳରେ ଏହି ପପୁଲାର ସିଙ୍ଗର... - ଗାୟିକା ରଶ୍ମିତ କୌର

ଏବେ ଫେମସ ଗାୟିକା ରଶ୍ମିତ କୌର କୋରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି । ସେ ନିଜେ କୋରୋନା ସଂକ୍ରମିତ ହେବା ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

coronavirus-nadiyon-paar-fame-rashmeet-kaur-tests-covid-19-positive
କୋରୋନା କବଳରେ ଏହି ପପୁଲାର ସିଙ୍ଗର...
author img

By

Published : Mar 30, 2021, 7:13 PM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଭାଇରସ ଧୀରେ ଧୀରେ ବଢିବାରେ ଲାଗିଛି । ବହୁ ଚଳଚ୍ଚିତ୍ର ତାରକାମାନେ ମଧ୍ୟ କୋରୋନା ମହାମାରୀର ସମ୍ମୁଖୀନ ହେଉଛନ୍ତି । ଏବେ ଫେମସ ଗାୟିକା ରଶ୍ମିତ କୌର କୋରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି । ସେ ନିଜେ କୋରୋନା ସଂକ୍ରମିତ ହେବା ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ନିକଟରେ, ରଶ୍ମିତ ରୁହି ଫିଲ୍ମ ସୁପର ହିଟ୍ ‘ନଦିଓ୍ବୋ ପାର’ ଗୀତ ଗାଇ ବେଶ ଚର୍ଚ୍ଚାରେ ଥିଲେ ।

ଏକ ମଜାଳିଆ ଭିଡିଓ ସେୟାର କରି ରଶ୍ମିତ କୋରୋନାରେ ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି । ଏହା ମଧ୍ୟ କହିଛନ୍ତି ଯେ ସେ14 ଦିନ ପାଇଁ ହୋମକ୍ବ୍ୟାରେଣ୍ଟାଇନରେ ଅଛନ୍ତି ଏବଂ ଔଷଧ ଖାଉଛନ୍ତି । ସେ ନିଜର ଯତ୍ନ ନେଉଛନ୍ତି, ଦୟାକରି ସମସ୍ତେ ସୁରକ୍ଷିତ ରୁହ ।

ପ୍ରକାଶ ଥାଉ ଯେ, ଗାୟିକାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ତାଙ୍କର ଶୀଘ୍ର ସୁସ୍ଥତା କାମନା କରୁଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.