ETV Bharat / sitara

'ସୂର୍ଯ୍ୟବଂଶୀ'ରେ ଏଣ୍ଟ୍ରି କଲେ ଥଙ୍ଗାବଲି

author img

By

Published : May 16, 2019, 2:21 PM IST

ରୋହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀରେ ନେଗେଟିଭ ଚରିତ୍ରରେ ନଜର ଆସିବେ ଥଙ୍ଗାବଲି ନିକିତିନ ଧିର। ଦ୍ବିତୀୟ ଥର ପାଇଁ ରୋହିତଙ୍କ ଫିଲ୍ମରେ କାମ କରିବେ ନିକିତିନ ।

ଫଟୋ ସୌଜନ୍ୟ: ଟ୍ବିଟର/Nikitin Dheer

ହାଇଦ୍ରାବାଦ: ଅଭିନେତା ନିକିତିନ ଧିର ବା ବଲିଉଡର ଥଙ୍ଗାବଲି ରୋହିତ ସେଟ୍ଟିଙ୍କ ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀରେ ନଜର ଆସିବେ । ଏଥିରେ ନିକିତିନଙ୍କୁ ନେଗେଟିଭ ଚରିତ୍ରରେ ଦେଖିବାକୁ ମିଳିବ ।

twiteer
ଫଟୋ ସୌଜନ୍ୟ: ଟ୍ବିଟର/Nikitin Dheer

ଏହି କଥା ନିଜେ ଟ୍ବିଟ କରି ଜଣେଇଛନ୍ତି ନିକିତିନ । ଏବେ ଦ୍ବିତୀୟ ଥର ରୋହିତ ସେଟ୍ଟିଙ୍କ ଫିଲ୍ମରେ ନେଗେଟିଭ ରୋଲ କରିବେ । ପ୍ରଥମ ଥର 2013ରେ ଶାହାରୁଖଙ୍କ ଚେନ୍ନାଇ ଏକ୍ସପ୍ରେସରେ ନେଗେଟିଭ ରୋଲ କରିଥିଲେ ।

ତେବେ ସୂର୍ଯ୍ୟବଂଶୀ ଫିଲ୍ମକୁ ପ୍ରଯୋଜନା ଦେଉଛି ଧର୍ମା ପ୍ରଡକ୍ସନ ଓ କେପ ଅଫ ଗୁଡ ଫିଲ୍ମ । ଏଥିରେ ମୁଖ୍ୟ ଚରିତ୍ରରେ ନଜର ଆସିବେ ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ ।

Intro:Body:

FGH

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.