ETV Bharat / sitara

ଯୋଗ ଦିବସରେ ୱାଟର ଏରୋବିକ୍ସ କଲେ ଧର୍ମେନ୍ଦ୍ର - ଧର୍ମେନ୍ଦ୍ରଙ୍କ ଯୋଗ ଦିବସ ପାଳନ

ଭାଇରାଲ ହେଉଛି ଧର୍ମେନ୍ଦ୍ରଙ୍କ ୱାଟର ଏରୋବିକ୍ସ ଭିଡିଓ । ଯୋଗ ଦିବସରେ ମିଳିଲା ତାଙ୍କୁ ଜୋସ୍ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଧର୍ମେନ୍ଦ୍ର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଧର୍ମେନ୍ଦ୍ର
author img

By

Published : Jun 22, 2021, 12:22 PM IST

ମୁମ୍ବାଇ: ସୋମବାର ପୁରା ବିଶ୍ବ ପାଳିଥିଲା ଯୋଗ ଦିବସ । ସମସ୍ତେ ନିଜ ନିଜ ଘରେ ଯୋଗ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଏହାସହ ସମସ୍ତେ ସମସ୍ତଙ୍କୁ ଯୋଗ କରି ଫିଟ୍ ରହିବାକୁ ଉତ୍ସାହିତ କରିଥିଲେ । ସେପଟେ ସେଲିବ୍ରିଟି ମଧ୍ୟ ନିଜ ନିଜ ଫ୍ୟାନ୍ସଙ୍କୁ ଯୋଗ କରିବାକୁ ଉତ୍ସାହିତ କରୁଥିବାର ନଜର ଆସିଥିଲେ । ଏହି କ୍ରମରେ ସାମିଲ ଅଛନ୍ତି ବି-ଟାଉନର ହିମ୍ୟାନ ଧର୍ମେନ୍ଦ୍ର ।

  • Friends, Today on this international yoga day ... josh aa gaya....I have started my water aerobics in the evening too 🙏 it is a fun to do your aerobics against the current of water 🙏 Hope you will like it 👍 pic.twitter.com/zyLJULQc8O

    — Dharmendra Deol (@aapkadharam) June 21, 2021 " class="align-text-top noRightClick twitterSection" data=" ">

85 ବର୍ଷୀୟ ଧର୍ମେନ୍ଦ୍ର ସ୍ବିଇମିଂ ପୁଲରେ ଯୋଗ କରୁଥିବାର ନଜର ଆସିଲେ ଅଭିନେତା । ପାଣିରେ ୱାର୍କଆଉଟ କରି ଧର୍ମେନ୍ଦ୍ର ସାବ୍ୟସ୍ତ କରିଦେଇଛନ୍ତି ଯେ ବୟସ କେବଳ ମାତ୍ର ସଂଖ୍ୟା ।

ସେହିପରି ଭିଡିଓ ସେୟାର କରି ଧର୍ମେନ୍ଦ୍ର ଲେଖିଛନ୍ତି, ‘ବନ୍ଧୁ ଆଜି ଯୋଗ ଦିବସରେ ଜୋସ୍ ଆସିଗଲା । ଆଜି ସନ୍ଧ୍ୟାରେ ମୁଁ ମୋ ୱାଟର ଆରୋବିକ୍ ଆରମ୍ଭ କରିଛି । ଯାହା ମଜାଦାର । ତୁମେ ନିଜର ଏରୋବିକ୍ସ ପାଣି ବିପକ୍ଷରେ କର । ଆଶା କରୁଛି ତୁମ ସମସ୍ତଙ୍କୁ ଏହା ଭଲ ଲାଗିବ ।’ ଦେଖନ୍ତୁ ଭିଡିଓ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.