ETV Bharat / sitara

22ରେ ବିବାହ କରିବେ ନେହା-ରୋହନ

author img

By

Published : Oct 19, 2020, 7:38 PM IST

ଦିଲ୍ଲୀରେ ପ୍ରଥମେ ମ୍ୟାରେଜ୍ ରେଜିଷ୍ଟର କରିବେ ନେହା ଓ ରୋହନ । ପରେ ବିଧି-ବିଧାନରେ ହେବ ଦୁଇଜଣଙ୍କ ବିବାହ ସମ୍ପନ୍ନ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲୋକପ୍ରିୟ ଗାୟିକା ନେହା କକ୍କର ଓ ପଞ୍ଜାବୀ ସିଙ୍ଗର ରୋହନପ୍ରୀତଙ୍କ ବିବାହକୁ ନେଇ ଚାଲିଛି ଚର୍ଚ୍ଚା । ଏ ମାସରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଏହି ଯୋଡି। ସୋସିଆଲ ମିଡିଆ ଠୁ ନେଇ ବଲିଉଡ ଗ୍ୟାଲେରିରେ ନେହାଙ୍କ ବିବାହ ଚହଳ । ଏବେ ପୁଣି ଦୁଇଜଣଙ୍କ ବିବାହକୁ ନେଇ ସାମ୍ନାକୁ ଆସିଛି ନୂଆ ଖବର। ଶୁଣିବାକୁ ମିଳୁଛି ଯେ ଦୁହେଁ ଆସନ୍ତା 22 ତାରିଖରେ ଦିଲ୍ଲୀରେ ମ୍ୟାରେଜ୍ ରେଜିଷ୍ଟର କରିବେ । ଆଉ 24ରେରେ ଦୁହେଁ ବିଧି-ବିଧାନ ସହ ବିବାହ କରିବାକୁ ଯାଉଛନ୍ତି ।

ନିକଟରେ ନେହାଙ୍କ ରୋକା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବିବାହ ପୂର୍ବରୁ ରୋକା ସେରେମନି ଆୟୋଜନ କରନ୍ତି ପଞ୍ଜାବୀ ।

ସେପଟେ ଦୁଇଜଣଙ୍କ ବିବାହକୁ ନେଇ ଏକ୍ସାଇଡେଟ ଫ୍ୟାନ୍ସ । ଖାଲି ଏତିକି ନୁହେଁ ରୋହନ ଓ ନେହାଙ୍କ ପ୍ରଥମ ମ୍ୟୁଜିକ ଭିଡିଓ ‘ନେହା ଦ ବିହା’ 21 ତାରିଖରେ ରିଲିଜ ହେବ । ଏହି ଗୀତରେ ଦୁଇଜଣଙ୍କ ବ୍ରାଇଡଲ ଅବତାର ଦେଖିବାକୁ ମିଳିବ। ନିକଟରେ ଏହି ଲଭବାର୍ଡ ସୋସିଆଲ ମିଡିଆରେ ଫଟୋ ସେୟାର କରି ନିଜ ରିଲେସନଶିପ କଥା ଘୋଷଣା କରିଥିଲେ । ଯାହାପରଠୁ ଚର୍ଚ୍ଚାରେ ଦୁଇଜଣଙ୍କ ବିବାହ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.