ETV Bharat / sitara

ପତ୍ନୀଙ୍କୁ ଆୟୁଷ୍ମାନଙ୍କ କରୱା ଚୌଥର ଖାସ୍ ଶୁଭେଚ୍ଛା

author img

By

Published : Nov 5, 2020, 1:49 PM IST

କୋରୋନା ଭାଇରସ ଚିତ୍ରର ମେହେନ୍ଦୀ ଲଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଆୟୁଷ୍ମାନଙ୍କ ପତ୍ନୀ । ତାଙ୍କୁ କରୱା ଚୌଥର ଏପରି ଶୁଭେଚ୍ଛା ଜଣାଇଲେ ଆୟୁଷ୍ମାନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ରୋମାଣ୍ଟିକ ଅନ୍ଦାଜ କେବଳ ପରଦାରେ ଦେଖିବାକୁ ମିଳେ ନାହିଁ । ରିଲ ଲାଇଫ ବ୍ୟତୀତ ରିୟଲ ଲାଇଫରେ ମଧ୍ୟ ସେ ରୋମାଣ୍ଟି ବୋଲି ଜଣା ପଡିଛି । କାରଣ କରୱା ଚୌଥ ଅବସରରେ ସେ ପତ୍ନୀ ତାହିରା କଶ୍ୟପଙ୍କୁ ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି । ଯାହାର ଚର୍ଚ୍ଚା ବର୍ତ୍ତମାନ ସୋସିଆଲ ମିଡିଆରେ ।

ଏବେ ଚଣ୍ଡିଗଡରେ ନିଜ ଆଗାମୀ ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’ର ସୁଟିଂ କରୁଥିବା ଆୟୁଷ୍ମାନ ବୁଧବାର ଇନଷ୍ଟାଗ୍ରାମ ଷ୍ଟୋରିରେ ନିଜ ହାତର ଫଟୋ ସେୟାର କରିଛନ୍ତି । ଆଉ ଯେଉଁଥିରେ ଲେଖିଛନ୍ତି, ‘ତାହିରା କରୱା ଚୌଥର ଶୁଭକାମନା ।’

ସେହିପରି ତାହିରା ମଧ୍ୟ ନିଜର ମେହେନ୍ଦୀ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ମଜାଦାର କଥା ହେଲା ଯେ ବର୍ତ୍ତମାନ ବିଶ୍ବରେ ବ୍ୟାପିଥିବା କୋରୋନା ଚିତ୍ର ସେ ମେହେନ୍ଦୀରେ କରି ଲେଖିଛନ୍ତି, ‘କୋରୋନା ସମୟରେ କରୱା ଚୌଥ । ବାସ୍ତବରେ କହିବି କିଛି ଭିନ୍ନ କରିବାକୁ ଚାହୁଁଥିଲି ଯେପର୍ଯ୍ୟନ୍ତ କେହି ଇଶାରା କରିନଥିଲେ କି ମୁଁ କୋରୋନା ଭାଇରାସ କାହିଁକି ତିଆରି କରୁଛି । ଏବେ ଆପଣ ମୋ କଳା ଉପରେ ଦୋଷ ଲଗାଇପାରିବେ । ଏହି ସମୟରେ କେବଳ ମୋ ମୁଣ୍ଡରେ କୋରୋନା ଭାଇରସ । ସମସ୍ତଙ୍କୁ ହାପି କୋରୋନା ଫ୍ରି କରୱା ଚୌଥ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.