ମୁମ୍ବାଇ: ବଲିଉଡର ହିମ୍ୟାନ ଧର୍ମେନ୍ଦ୍ର ଶୁକ୍ରବାର ସନ୍ଧ୍ୟାରେ କୋରୋନାରୁ ରକ୍ଷା ପାଇବା ପାଇଁ ଟିକାର ପ୍ରଥମ ଡୋଜ ନେଇଛନ୍ତି । 85 ବର୍ଷୀୟ ଅଭିନେତା ଏହାର ସୂଚନା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ଏକ ଭିଡିଓ ଟ୍ବିଟ କରିଛନ୍ତି । ଯେଉଁଥିରେ ସେ ତାଙ୍କ ବାମ ହାତରେ ଟିକା ନେଇଥିବାର ନଜର ଆସିବେ।
-
Tweet karte karte.... josh aa gaya ...aur main nikal gaya....vaccination lene .... it’s definitely not a show off...but to inspire you all..... Friends, please take care 👋 pic.twitter.com/gp4lQAZr1l
— Dharmendra Deol (@aapkadharam) March 19, 2021 " class="align-text-top noRightClick twitterSection" data="
">Tweet karte karte.... josh aa gaya ...aur main nikal gaya....vaccination lene .... it’s definitely not a show off...but to inspire you all..... Friends, please take care 👋 pic.twitter.com/gp4lQAZr1l
— Dharmendra Deol (@aapkadharam) March 19, 2021Tweet karte karte.... josh aa gaya ...aur main nikal gaya....vaccination lene .... it’s definitely not a show off...but to inspire you all..... Friends, please take care 👋 pic.twitter.com/gp4lQAZr1l
— Dharmendra Deol (@aapkadharam) March 19, 2021
ଆଉ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ଟ୍ବିଟ କରିବା ସମୟରେ ସାହସ ଆସିଲା ଏବଂ ମୁଁ ବାହାରି ଗଲି ଟିକା ନେବା ପାଇଁ । ଏହା ନିଶ୍ଚିତ ଭାବେ ଏକ ଶୋ ଅଫ୍ ନୁହେଁ। ବନ୍ଧୁମାନେ ଦୟାକରି ନିଜର ଯତ୍ନ ନିଅନ୍ତୁ।’
ପ୍ରକାଶ ଥାଉକି ଧର୍ମେନ୍ଦ୍ର ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ ପୋଷ୍ଟ ଜରିଆରେ ପ୍ରଶଂସକଙ୍କ ସହ ସମ୍ପୃକ୍ତ ରହିବାକୁ ଚେଷ୍ଟା କରନ୍ତି ।