ETV Bharat / sitara

CDS Bipin Rawat Demise: ବଲିଉଡରେ ବି ଖେଳିଛି ଶୋକର ଛାୟା

author img

By

Published : Dec 8, 2021, 10:43 PM IST

ଡିସେମ୍ବର ୮ ତାରିଖ ଭାରତ ପାଇଁ ଏକ କଳାଦିନ କହିଲେ ଭୁଲ୍‌ ହେବ ନାହିଁ । ଆଜିର ଦିନରେ ଭାରତ ତାର ପ୍ରଥମ ସିଡିଏସ୍ ବିପିନ୍‌ ରାୱତଙ୍କୁ ହରାଇଛି । ଏହାକୁ ନେଇ ବଲିଉଡ ଜଗତରେ ମଧ୍ୟ ବିପିନ ରାୱତଙ୍କ ପାଇଁ ଶୋକର ଛାୟା ଖେଳି ଯାଇଛି । ଅଧିକ ପଢ଼ନ୍ତୁ

CDS Bipin Rawat Demise: ବଲିଉଡରେ ବି ଖେଳିଛି ଶୋକର ଛାୟା
CDS Bipin Rawat Demise: ବଲିଉଡରେ ବି ଖେଳିଛି ଶୋକର ଛାୟା

ନୂଆଦିଲ୍ଲୀ: ଡିସେମ୍ବର ୮ ତାରିଖ ଭାରତ ପାଇଁ ଏକ କଳାଦିନ କହିଲେ ଭୁଲ୍‌ ହେବ ନାହିଁ । ଆଜିର ଦିନରେ ଭାରତ ତାର ପ୍ରଥମ ସିଡିଏସ୍ ବିପିନ୍‌ ରାୱତଙ୍କୁ ହରାଇଛି । ତାମିଲନାଡ଼ୁର କୁନ୍ନୁରେ ହେଲିକପ୍ଟର ଦୁର୍ଘଟଣାରେ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ଓ ଅନ୍ୟ ୧୧ ସେନା ଅଧିକାରୀଙ୍କ ଦେହାନ୍ତ ହୋଇଛି । ସାରା ଦେଶକୁ ଏହି ଘଟଣା ସ୍ତବ୍ଧ କରି ଦେଇଛି । ଏହାକୁ ନେଇ ବଲିଉଡ ଜଗତରେ ମଧ୍ୟ ବିପିନ ରାୱତଙ୍କ ପାଇଁ ଶୋକର ଛାୟା ଖେଳି ଯାଇଛି ।

ଏହା ବି ପଢ଼ନ୍ତୁ Bipin Rawat Demise: ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

ଭେଟେରାନ ବଲିଉଡ ଅଭିନେତା ଅନୁପମ ଖେର୍‌ ଟ୍ବିଟ୍‌ କରି ବିପିନ ରାୱତଙ୍କୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍‌ କରିଛନ୍ତି ଯେ, "ଜେନେରାଲ ବିପିନ ରାୱତ ତାଙ୍କ ଧର୍ମ ପତ୍ନୀ ଓ ୧୧ ଜଣ ସେନା ଅଧିକାରୀଙ୍କ ଦେହାନ୍ତକୁ ନେଇ ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କ ସହ ଦେଖା ହେବାର ସୌଭାଗ୍ୟ ଅର୍ଜନ କରିଛି ମୁଁ । ତାଙ୍କ ସହ ଦେଖା ହେଲେ ମୁହଁରୁ ଆପେ ଆପେ ଜୟ ହିନ୍ଦ୍ ବାହାରି ଯାଉଥିଲା ।"

  • CDS #GenBipinRawat, उनकी धर्मपत्नी एवं 11 और फ़ौजी ऑफ़िसर्स के निधन का सुनकर अत्यंत दुख हुआ।#जनरलरावत से मिलने का सौभाग्य कई बार मिला।उनके व्यक्तित्व में ग़ज़ब का दुस्साहस और देश के प्रति अथाह प्रेम था।उनसे हाथ मिलाकर दिल और ज़ुबान से ख़ुदबख़ुद “जय हिन्द” निकलता था! #जयहिन्द 🇮🇳💔 pic.twitter.com/AWgf7SYs0Z

    — Anupam Kher (@AnupamPKher) December 8, 2021 " class="align-text-top noRightClick twitterSection" data=" ">

ସେହିଭଳି ସୋନୁ ସୁଦ୍‌ ମଧ୍ୟ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସେ ଟ୍ବିଟ୍‌ କରି କହିଛନ୍ତି ଯେ, "ଆପଣ ସବୁବେଳେ ବଞ୍ଚି ରହିବେ ସାର୍‌ ।"

ବଲିଉଡର ଦବଙ୍ଗ ଷ୍ଟାର୍‌ ସଲମାନ ଖାନ୍‌ ମଧ୍ୟ ବିପିନ୍‌ ରାୱତଙ୍କୁ ମନେ ପକାଇଛନ୍ତି । ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, "ହେଲିକପ୍ଟର କ୍ରାସ୍‌ରେ ସିଡିଏସ୍‌ ବିପିନ୍‌ ରାୱତ ତାଙ୍କ ପତ୍ନୀ ଓ ଅନ୍ୟ ଅଧିକାରୀଙ୍କ ଦେହାନ୍ତ ଖବର ଶୁଣିବା ଅତ୍ୟନ୍ତ କଷ୍ଟ ଦାୟକ । ମୁଁ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି ।"

  • Very sad to hear of the tragic crash in which we have lost Gen Bipin Rawat his wife and other personnel from the Armed forces. My thoughts my prayers and condolences are with the bereaved families …

    — Salman Khan (@BeingSalmanKhan) December 8, 2021 " class="align-text-top noRightClick twitterSection" data=" ">

ସେହିଭଳି ବଲିଉଡ ନିର୍ଦ୍ଦେଶକ କରନ ଜୋହର ମଧ୍ୟ ବିପିନ ରାୱତଙ୍କୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ୍‌ କରିଛନ୍ତି ଯେ, "ଜେନେରାଲ ବିପିନ ରାୱତ ତାଙ୍କ ପତ୍ନୀ ଓ ସେନା ଅଧିକାରୀଙ୍କ ମୃତ୍ୟୁ ଖବର ଅତ୍ୟନ୍ତ କଷ୍ଟ ଦାୟକ । ସେହି ସାହାସୀ ବୀରଙ୍କୁ ମୁଁ ସାଲ୍ୟୁଟ୍‌ କରୁଛି । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି ।"

  • Extremely shocked and saddened by the demise of General Bipin Rawat, his wife and the troops of the Indian Armed Forces. Saluting the brave & selfless service he has given to the nation while we mourn this untimely loss. Rest in power.

    — Karan Johar (@karanjohar) December 8, 2021 " class="align-text-top noRightClick twitterSection" data=" ">

ଏହିଭଳି ଭାବରେ ଅନେକ ଭେଟେରାନ ବଲିଉଡ ଅଭିନେତା ଓ ନିର୍ଦ୍ଦେଶକ ବିିପିନ ରାୱତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.