ETV Bharat / sitara

‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ବି-ଟାଉନ

author img

By

Published : Sep 23, 2019, 12:16 PM IST

ଆମେରିକାରେ ହାଓଡି ମୋଦି ସମାରୋହରେ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ 50 ହଜାର ପ୍ରବାସୀ ଭାରତୀୟଙ୍କୁ କରିଛନ୍ତି ସମ୍ବୋଧିତ । ଏଥିପାଇଁ ବେଶ୍ ଖୁସି ବଲିଉଡ ।

ଫଟୋ ସୌଜନ୍ୟ: ଏଏନଆଇ

ହାଇଦ୍ରାବାଦ: ଆମେରିକାରେ ପ୍ରାୟ 50 ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୋଷ୍ଟନ ସହରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ‘ହାଓଡି ମୋଦି’ ନାମରେ ନାମିତ କରାଯିବା ସହ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ । ନିଜ ବକ୍ତବ୍ୟ ପାଇଁ ପ୍ରସିଦ୍ଧ ଥିବା ମୋଦି ଏଥର ମଧ୍ୟ ନିଜ ଅଭିଭାଷଣରେ ସମଗ୍ର ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ ।

bollywood excited for howdy modi event
ଫଟୋ ସୌଜନ୍ୟ: ଏଏନଆଇ

ତେବେ ଏହାକୁ ନେଇ ବର୍ତ୍ତମାନ ଉତ୍ସାହିତ ବଲିଉଡ । ଟ୍ବିଟ କରି ମୋଦିଙ୍କ ବେଶ୍ ତାରିଫ କରିଛନ୍ତି ବଲିଉଡ ଷ୍ଟାର । ଅଭିନେତା ସଲମାନ ଖାନ ଟ୍ବିଟ କରି ଦୁଇ ଦେଶ ମଧ୍ୟରେ ଏହା ଏକ ବଡ ସମ୍ପର୍କ ବୋଲି କହିଛନ୍ତି । ଅନ୍ୟପକ୍ଷେ ଫିଲ୍ମ ନିର୍ମାତା କରନ ଜୋହର ଭାରତ ପାଇଁ ଗର୍ବର ବିଷୟ ବୋଲି କହିଥିଲେ ଓ ମୋଦିଙ୍କୁ ଅଭିଭାଷଣକୁ ତାରିଫ୍ ମଧ୍ୟ କରିଦେଇଥିଲେ ।

bollywood excited for howdy modi event
ଫଟୋ ସୌଜନ୍ୟ: ଏଏନଆଇ

ଅଭିନେତା ବିବେକ ଓବରୟ ମଧ୍ୟ ଦେଶକୁ ଗର୍ବିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟଜଣେ ଫିଲ୍ମ ନିର୍ମାତା ମଧୁର ଭଣ୍ଡାରକର ମଧ୍ୟ ଏହାକୁ ଐତିହାସିକ ମୂହୁର୍ତ୍ତ ବୋଲି କହିଛନ୍ତି ଓ ଭବିଷ୍ୟତରେ ଦୃଢ ସମ୍ପର୍କ ରହିବ ବୋଲି ଆଶାବ୍ୟକ୍ତ କରିଛନ୍ତି । ହୋଷ୍ଟନର ଏନଆରଜି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.