ETV Bharat / sitara

ଫ୍ୟାନ୍ସଙ୍କ ନିନ୍ଦା କଲେ କଙ୍ଗନା, ଦେଲେ ଏମିତି ପ୍ରତିକ୍ରିୟା

author img

By

Published : Nov 10, 2020, 12:45 PM IST

ପୁଣି ଟ୍ବିଟ କରି ଚର୍ଚ୍ଚାରେ କଣ୍ଟ୍ରୋଭର୍ସି କୁଇନ କଙ୍ଗନା । ତାଙ୍କୁ ସୋସିଆଲ ମିଡିଆରେ ଚୁପ ରହିବାକୁ ସବୁବେଳେ କହିଥିବା ଫ୍ୟାନ୍ସଙ୍କୁ ଦେଲେ କଡା ଜବାବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: କଙ୍ଗନା ରଣାୱତ ଓ ବିବାଦ ପରସ୍ପର ସହ ଜଡିତ । ସେ ଯେବେ କିଛି କୁହନ୍ତି ତାହା ସମସ୍ୟା ସୃଷ୍ଟି କରିଥାଏ । ଏମିତି ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟରେ ପ୍ରାୟତଃ ଦେଖିବାକୁ ମିଳେ । ସେ ସବୁବେଳେ ବିନ୍ଦାସ ଅନ୍ଦାଜରେ ସମସ୍ତଙ୍କୁ ପ୍ରତିକ୍ରିୟା ଦିଅନ୍ତି । ଏଥର ନୂଆ ପୋଷ୍ଟରେ ସେ ସମସ୍ତ ପ୍ରଶଂସକଙ୍କୁ ନିନ୍ଦା କରିଛନ୍ତି । ଯେଉଁମାନେ ତାଙ୍କୁ ବ୍ଲକ କରିବା ଧମକ ଦେଇ ଚୁପ୍ ରହିବାକୁ କହିଥିଲେ ।

ସେ ସୋମବାର ଏକ ଟ୍ବିଟରେ ଲେଖିଥିଲେ, ‘ସମସ୍ତ ପ୍ରଶଂସକ ଯେଉଁମାନେ ଦିନସାରା ମୋର ଟ୍ବିଟ ଦେଖନ୍ତି ଏବଂ କୁହନ୍ତି ଯେ ସେମାନେ ବିରକ୍ତ, କ୍ଳାନ୍ତ ହେଉଛନ୍ତି ଏହାକୁ ଦେଖି । ଆଉ ମୋତେ ଚୁପ୍ ରହିବାକୁ କହିବା ସହ ମତେ ବ୍ଲକ କରିବା କଥା କୁହନ୍ତି । ଯଦି ତାହା କରୁପାରୁନ, ତେବେ ତୁମେ ସ୍ପଷ୍ଟ ଭାବରେ ଅବସାଦଗ୍ରସ୍ତ । ମୋତେ ଘୃଣାକାରୀ ପରି ଭଲ ପାଅ ନାହିଁ କିନ୍ତୁ ଯଦି ତୁମେ ଭଲ ଜାଣି ନାହଁ ତେବେ ତାହା ପାଇଁ ଏଠାରୁ ପଳାଅ । ଲଭ୍ ।’

  • All the fans who keep checking my tweets all day and keep declaring they are bored/tired and ask me to stay quiet should Mute/unfollow or Block me, if you don’t then you are clearly obsessed. Don’t love me like a hater but if you don’t know any better then go for it 🙂
    Love❤️

    — Kangana Ranaut (@KanganaTeam) November 9, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି କିଛି ଦିନ ଦେଶର ପ୍ରସଙ୍ଗରେ ପ୍ରତିକ୍ରିୟା ଦେବା ପରେ କଙ୍ଗନା ନିକଟରେ ନିଜ କାମକୁ ଫେରିଥିଲେ । ସେ ଖୁବଶୀଘ୍ର ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାରେ ନଜର ଆସିବେ । ଫିଲ୍ମ ‘ତେଜସ’ ଓ ‘ଧାକଡ’ ଭଳି ଫିଲ୍ମରେ ଆକ୍ସନ କରୁଥିବାର ଦେଖାଯିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.