ETV Bharat / sitara

ପିଏମ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବି-ଟାଉନ ଷ୍ଟାର୍ସ

ସୋସିଆଲ ମିଡିଆରେ ପିଏମ ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟୀ । ଏହି କ୍ରମରେ ସଲମାନ ଖାନ, ବରୁଣ ଧୱନ, ଅଭିଷେକ ବଚ୍ଚନ ଭଳି କଳକାରା ସାମିଲ ଅଛନ୍ତି ।

author img

By

Published : May 24, 2019, 10:29 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ରଣଭୀର କପୁର

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟରେ ବି-ଟାଉନ ସେଲିବ୍ରିଟୀ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି । ଏବର୍ଷ ଲୋକସଭା ନିର୍ବାଚନରେ ବହୁମତରେ ଜିତି ଭାରତରେ ଇତିହାସ ରଚିଛି ବିଜେପି । ଏହି ଅବସରରେ ବି-ଟାଉନର ଅନେକ କଳାକାର ମୋଦିଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଛନ୍ତି ।

twitter-1
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ସଲମାନ ଖାନ

ସଲମାନ ଖାନ ଟ୍ବିଟରରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇ କ୍ୟାପସନରେ ଲେଖିଛନ୍ତି, "ଅନେକ ଅନେକ ଶୁଭେଚ୍ଛା ମାନନୀୟ ପ୍ରଧାନମନ୍ତ୍ରୀ । ଆମେ ଏକ ମଜବୁତ ଭାରତ ନିର୍ମାଣରେ ଆପଣଙ୍କ ସହ ଠିଆ ହେଉଛୁ ।"

ସଲମାନଙ୍କ ପରି ବରୁଣ ଧୱନ ମଧ୍ୟ ଟ୍ବିଟ କରି ଲେଖିଛନ୍ତି, "ଦେଶ ଆପଣଙ୍କୁ ଚନୟ କରିଛି ସର ସେହି ଖୁସିରେ ଆପଣଙ୍କୁ ଶୁଭେଚ୍ଛା । ଆପଣଙ୍କ ମାର୍ଗଦର୍ଶନ ଏବଂ ନେତୃତ୍ବରେ ସବୁ ଭାରତୀୟ ଭବିଷ୍ୟତରେ ଆପଣଙ୍କ ସହ ଆଗକୁ ବଢିବେ । ଜୟ ହିନ୍ଦ୍। "

twitter-1
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ବରୁଣ ଧୱନ

ଅର୍ଜୁନ ଲେଖିଛନ୍ତି, "ଆମେ ଭୋଟ ଦେଇଥିଲୁ, ଭାରତ ଚୟନ କରିଛି ଆପଣଙ୍କୁ, ଶୁଭେଚ୍ଛା ଏବଂ ଶୁଭକାମନା । ଦେଶର ଉନ୍ନତି ଏବେ ଆପଣଙ୍କ ଶାସନରେ ହେବ ।"

ଅନ୍ୟପଟେ ଜୁନିୟର ବଚ୍ଚନ ଅଭିଷେକ ମଧ୍ୟ ଲେଖିଛନ୍ତି, "ସବକା ସାଥ+ ସବକା ବିକାସ+ ସବକା ବିଶ୍ବାସ=ବିଜୟୀ ଭାରତ ।"

ପ୍ରକାଶ ଥାଉକି ନେସନାଲ ଡେମୋକ୍ରାଟିକ ଆଲିୟାନ୍ସ (ଏନଡିଏ) ଏବର୍ଷ ନିର୍ବାଚନରେ ପାଖାପାଖି 349 ଭୋଟରେ ବିଜୟ ଲାଭ କରି ସବୁ ଦଳକୁ ପଛରେ ପକାଇଛି ।

Intro:Body:

fghf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.