ETV Bharat / sitara

ମୋଦିଙ୍କ ‘ୟୁନାଇଟ ଟୁ ଫାଇଟ କୋରୋନା’ ଅଭିଯାନର ସମର୍ଥନରେ ସେଲିବ୍ରିଟି

author img

By

Published : Oct 8, 2020, 5:38 PM IST

ଟ୍ବିଟ କରି ପିଏମ ମୋଦିଙ୍କୁ ସମର୍ଥନ କରି ଦେଶବାସୀଙ୍କ ସଚେତନା ବାର୍ତ୍ତା ବାଣ୍ଟିଲେ ସେଲିବ୍ରିଟି । ଆରମ୍ଭ ହେଲା ୟୁନାଇଟ ଟୁ ଫାଇଟ କୋରୋନା ଅଭିଯାନ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କୋରୋନା ମହାମାରୀ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସୋସିଆଲ ମିଡିଆରେ ‘# ୟୁନାଇଟ ଟୁ ଫାଇଟ କୋରୋନା’ ନାମକ ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ଆଉ ଦେଶବାସୀଙ୍କୁ ସାମାଜିକ ଦୂରତା ପାଳନ କରିବା ସହ ମାସ୍କ ପିନ୍ଧିବା ପାଇଁ ନିବେଦନ କରିଛନ୍ତି।

ଯାହାର ସମର୍ଥନରେ ବର୍ତ୍ତମାନ ସେଲିବ୍ରିଟି ନଜର ଆସୁଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ସଲମାନ ଖାନ, କଙ୍ଗନା ରଣାୱତ, ରାକୁଲ ପ୍ରୀତ ସିଂ, ଶ୍ରଦ୍ଧା କପୁର, ବରୁଣ ଧୱନ, ପରିଣୀତି ଚୋପ୍ରା, ଟାଇଗର ଶ୍ରଫ ଭଳି କଳାକାର ।

ସଲମାନ ମୋଦିଙ୍କ ସମର୍ଥନ କରି ଟ୍ବିଟ କରି ଲେଖିଛନ୍ତି, ‘ଭାଇ, ଭଉଣୀ ଓ ବନ୍ଧୁ । ଏହି କଠିନ ପରିସ୍ଥିତିରେ କେବଳ ଏହି ତିନୋଟି କାମ କରନ୍ତୁ । 6 ଫୁଟ୍ ଦୂରତା ପାଳନ କରିବା, ମାସ୍କ ପିନ୍ଧିବା ଓ ନିଜ ହାତକୁ ସଫା କରିବା ସହ ସାନିଟାଇଜ କରନ୍ତୁ । ଆସନ୍ତୁ ପିଏମ ମୋଦିଙ୍କ କୋରୋନା ବିରୋଧୀ ଜନ ଆନ୍ଦୋଳନକୁ ଲାଗୁ କରିବା । କମନ ଇଣ୍ଡିଆ, ଜୟ ହିନ୍ଦୀ । ## ୟୁନାଇଟ ଟୁ ଫାଇଟ କୋରୋନା।’

  • Bhaiyo, beheno aur mitron
    In difficult times mein, only do three things:
    6ft ka distance, mask peheno & wash & sanitise ur hands.
    Let's implement PM Modi's - Jan andolan against covid
    Come on buck up india!
    Jai hind!! @narendramodi @pmoindia @MIB_india #UniteToFightCorona

    — Salman Khan (@BeingSalmanKhan) October 8, 2020 " class="align-text-top noRightClick twitterSection" data=" ">

ସେମିତି କଙ୍ଗନା ଲେଖିଛନ୍ତି, ‘ବିଶ୍ବବ୍ୟାପୀ କୋରୋନା ସଙ୍କଟରେ ଅନେକ ଅସୁବିଧା ଥାଇପାରେ କିନ୍ତୁ ଏହା ଆମ ସମସ୍ତଙ୍କୁ ଏକାଠି ପୂର୍ବ ଭଳି ଲଢିବାକୁ ସମ୍ଭାବନା ଯୋଗାଇଛି, # ୟୁନାଇଟ ଟୁ ଫାଇଟ କୋରୋନା ପ୍ରତିଜ୍ଞା ।’

ଆକ୍ସନ ହିରୋ ଟାଇଗର ଟ୍ବିଟରେ ଲେଖିଛନ୍ତି, ‘ଏକାଠି ଆମେ କରିପାରିବା ଏବଂ ସଫଳ ମଧ୍ୟ ହେବା । ଦୟାକରି ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତା ପାଳନ କରନ୍ତୁ ।’

ଟାଇଗରଙ୍କ ବ୍ୟତୀତ ରାକୁଲ ଲେଖିଛନ୍ତି, ‘ସବୁଠୁ ବଡ ଅସ୍ତ୍ର ଏହି ତିନୋଟି କାର୍ଯ୍ୟ । ମାସ୍କ ପିନ୍ଧିବା, ହାତ ସଫା କରିବା ଓ ସାମାଜିକ ଦୂରତା ବଜାଇ ରଖିବା । ଆସନ୍ତୁ ସାମିଲ ହେବା ମୋଦିଙ୍କ # ୟୁନାଇଟ ଟୁ ଫାଇଟ କୋରୋନା ।’

  • The three weapons to stay safe - wear a mask, wash your hands, and maintain social distancing. Let’s join the PM’s call for the fight against Covid, and keep ourselves and our families safe. #Unite2FightCorona! https://t.co/RYV8PZF2D2

    — Rakul Singh (@Rakulpreet) October 8, 2020 " class="align-text-top noRightClick twitterSection" data=" ">

ସବୁଠୁ ମଜାଦାର ଅନ୍ଦାଜରେ ଶ୍ରଦ୍ଧା ଦେଶବାସୀଙ୍କ ପାଇଁ ଲେଖିଛନ୍ତି, ‘ଦୋ ଗଜ କି ଦୂରି, ମାସ୍କ ହେ ଜରୁରୀ ।’ ପ୍ରକାଶ ଥାଉକି ଏହିପରି ଅନେକ ସେଲିବ୍ରିଟି ଟ୍ବିଟ କରି ପିଏମଙ୍କ ଜନ ଆନ୍ଦୋଳନକୁ ସମର୍ଥନ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.