ETV Bharat / sitara

ଗୁରୁ ପୂର୍ଣ୍ଣିମାରେ ଶିକ୍ଷକଙ୍କୁ ମନେ ପକାଇଲେ ବି-ଟାଉନ ସେଲିବ୍ରିଟି - ଗୁରୁ ପୂର୍ଣ୍ଣିମାରେ ନିଜର ଶିକ୍ଷକମାନଙ୍କୁ ମନେପକାଇଛନ୍ତି

ଗୁରୁ ପୂର୍ଣ୍ଣିମା ଅବସରରେ ସୋସିଆଲ ମିଡିଆ ମାଧ୍ୟମରେ ବଲିଉଡ ସେଲିବ୍ରିଟିମାନେ ସେମାନଙ୍କ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଯେଉଁଥିରେ ଅମିତାଭ ବଚ୍ଚନ, ମନୋଜ ବାଜପେୟୀ ଏବଂ ରଣଦୀପ ହୁଡା ପରି ବଡ ବଡ ସେଲିବ୍ରିଟିଙ୍କ ନାମ ଅନ୍ତର୍ଭୁକ୍ତ । ଅଧିକ ପଢନ୍ତୁ...

bollywood celebrities remember their teachers on guru purnima
ଗୁରୁ ପୂର୍ଣ୍ଣିମାରେ ନିଜର ଶିକ୍ଷକମାନଙ୍କୁ ମନେପକାଇଛନ୍ତି ବି-ଟାଉନ ସେଲିବ୍ରିଟି
author img

By

Published : Jul 5, 2020, 7:42 PM IST

ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ, ରବୀନା ଟଣ୍ଡନ, ମନୋଜ ବାଜପେୟୀ ଏବଂ ନିମ୍ରତ କୌରଙ୍କ ପରି ଅନେକ ସେଲିବ୍ରିଟିମାନେ ଗୁରୁ ପୁର୍ଣ୍ଣିମା ଅବସରରେ ସେମାନଙ୍କ ଶିକ୍ଷକ ଓ ଗୁରୁମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅବସରରେ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି । ଅମିତାଭ ବଚ୍ଚନ ଲେଖିଛନ୍ତି, ସମସ୍ତଙ୍କୁ ଗୁରୁ ପୂର୍ଣ୍ଣିମା ଅଭିନନ୍ଦନ । ଗୁରୁମାନଙ୍କ ଆଶୀର୍ବାଦ ଆମ ସହିତ ସର୍ବଦା ରହିଛି ।

  • T 3583 - Greetings on Guru Purnima .. and may the blessings of our elders our teachers, ever remain with us .. 🙏 pic.twitter.com/xIibKjSu1J

    — Amitabh Bachchan (@SrBachchan) July 4, 2020 " class="align-text-top noRightClick twitterSection" data=" ">

ଗୁରୁ ପୂର୍ଣ୍ଣିମା ଅବସରରେ ଅମିତାଭ ଇନଷ୍ଟାଗ୍ରାମରେ ତାଙ୍କ ସ୍ୱର୍ଗତ ପିତା କବି ହରିବଂଶ ରାୟ ବଚ୍ଚନଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି ।

ଏହି ଅବସରରେ ମନୋଜ ବାଜପେୟୀ ଲେଖିଛନ୍ତି, ଗୁରୁ ପୂର୍ଣ୍ଣିମା ଅବସରରେ ମୁଁ ମୋର ସମସ୍ତ ଗୁରୁମାନଙ୍କୁ ପ୍ରଣାମ କରୁଛି । ଗୁରୁଙ୍କ ନିର୍ଦ୍ଦେଶ ବିନା ମୁଁ ମୋର ଲକ୍ଷ୍ୟସ୍ଥାନରେ ପହଞ୍ଚିପାରି ନଥାନ୍ତି ।

  • On the occasion of GURU PURNIMA I bow down to all my Gurus who shaped me and gave me a clear direction without which I would have been a lost man with no knowledge and purpose!!!🙏🙏

    — manoj bajpayee (@BajpayeeManoj) July 5, 2020 " class="align-text-top noRightClick twitterSection" data=" ">

ସୁଭାଷ ଘାଇ ଲେଖିଛନ୍ତି, ହାପି ଗୁରୁ ପୂର୍ଣ୍ଣିମା । ଗୁରୁ ଶବ୍ଦ ଦୁଇଟି ସଂସ୍କୃତ ଶବ୍ଦ 'ଗୁ' + 'ରୁ' ରୁ ଆସିଛି । 'ଗୁ' ର ଅର୍ଥ ଅଜ୍ଞାନ ଏବଂ ଅନ୍ଧକାର 'ରୁ'ର ଅର୍ଥ ଅନ୍ଧକାରକୁ ହଟାଇବା । ଗୁରୁ ଆମକୁ ସଠିକ୍ ଜିନିଷ ଶିଖାଇଥାନ୍ତି ଏବଂ ଆମକୁ ସଠିକ୍ ପଥ ଦେଖାଇଥାନ୍ତି । ଗୁରୁ ଆମ ଜୀବନରୁ ଅନ୍ଧକାର ଦୂର କରନ୍ତି ।

  • GURU PURNIMA 🙏🏽
    The word guru comes from the two Sanskrit words ‘gu’+’ru’. Gu' means ignorance or darkness and 'ru' means the removal of darkness. Gurus are named so because they remove the darkness from our lives by teaching us the right things and showing us the right path😇🙏 pic.twitter.com/jN4M7QU3Dn

    — Subhash Ghai (@SubhashGhai1) July 5, 2020 " class="align-text-top noRightClick twitterSection" data=" ">

କୁନାଲ କୋହଲି ଲେଖିଛନ୍ତି, ଏକଲବ୍ୟଙ୍କ ପରି ମୋର ଗୁରୁମାନେ ମୋତେ ସବୁକିଛି ଶିଖାଇଥିଲେ । ୟଶ ଚୋପ୍ରା, ଗୁରୁ ଦତ୍ତ, ରାଜ ଖୋସଲା, ରାଜ କପୁର, ମନୋଜ କୁମାର, ବିଜୟ ଆନନ୍ଦ, ସୁଭାଷ ଘାଇ, ମହେଶ ଭଟ୍ଟ ଏବଂ ଶେଖର କପୁର ।

  • #GuruPurnima like eklavya I had gurus who didn’t directly teach me but yet taught me everything. Yash Chopra. Guru Dutt. Raj Khosla. Raj Kapoor. Manoj Kumar. Vijay Anand. Subhash Ghai. @MaheshNBhatt @shekharkapur

    — kunal kohli (@kunalkohli) July 5, 2020 " class="align-text-top noRightClick twitterSection" data=" ">

ନିମ୍ରତ କୌର ଲେଖିଛନ୍ତି, ମୁଁ ମୋର ସମସ୍ତ ଗୁରୁଙ୍କୁ ଧନ୍ୟବାଦ ଜଣାଉଛି । ଯେଉଁମାନେ ମୋତେ ସର୍ବଦା ପ୍ରେରଣା ଦିଅନ୍ତି, ମୋତେ ଶିକ୍ଷା ଦିଅନ୍ତି ଏବଂ ମୋତେ ଆଶୀର୍ବାଦ କରନ୍ତି ।

  • Eternally grateful for all the learnings from my loved ones who continue to inspire,teach by example and bless me with their unending warmth and care day upon day. In awe of the the way this great human pause of life, has been our most prolific teacher and guide.✨🌕#GuruPurnima pic.twitter.com/DKpfCECoVZ

    — Nimrat Kaur (@NimratOfficial) July 4, 2020 " class="align-text-top noRightClick twitterSection" data=" ">

ଶମିତା ଶେଟ୍ଟୀ ଲେଖିଛନ୍ତି, ହାପି ଗୁରୁ ପୂର୍ଣ୍ଣିମା ।

ଦିନୋ ମୋରିୟା: ହାପି ଗୁରୁ ପୂର୍ଣ୍ଣିମା । ଆମେ ଆମର ଶିକ୍ଷକ ଏବଂ ଗୁରୁମାନଙ୍କଠାରୁ ସର୍ବଦା ଶିକ୍ଷା ଗ୍ରହଣ କରୁ । ସେମାନଙ୍କୁ ସର୍ବଦା ସମ୍ମାନ ଦିଅ ।

  • Guru purnima greetings 🙏🏼 We learn from our elders, our teachers, our gurus. Respect always 🙌🏼 pic.twitter.com/NDPUMKtS4u

    — Dino Morea (@DinoMorea9) July 5, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉ କି, ଏହି ସେଲିବ୍ରିଟିମାନଙ୍କ ବ୍ୟତୀତ ରଣଦୀପ ହୁଡା, ଶିଳ୍ପା ଶେଟ୍ଟୀ, ଏବଂ ରବୀନା ଟଣ୍ଡନ୍ ମଧ୍ୟ ଗୁରୁ ପୂର୍ଣ୍ଣିମାରେ ସେମାନଙ୍କ ଗୁରୁମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.