ETV Bharat / sitara

ମହିଳା ଦିବସରେ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଲେ ଦବଙ୍ଗ ଗାର୍ଲ - ଆମାଜନ ପ୍ରାଇମ ଭିଡିଓର ନୂଆ ୱେବ ସିରିଜ ନ୍ୟୁଜ

ଡିଜିଟାଲ ଦୁନିଆରେ ଦବଙ୍ଗ ଗାର୍ଲଙ୍କ ଜଲୱା । ଖୁବଶୀଘ୍ର ପୋଲିସ ଅଧିକାରୀ ରୂପେ ଆସିବେ ନଜର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା
author img

By

Published : Mar 8, 2021, 11:44 AM IST

ମୁମ୍ବାଇ: ବି-ଟାଉନର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ନିକଟରେ ନିଜର ଆଗାମୀ ଫିଲ୍ମ ‘ବୁଲବୁଲ ତରଙ୍ଗ’ର ଘୋଷଣା କରିଥିଲେ । ଆଉ ଏବେ ଫ୍ୟାନ୍ସଙ୍କୁ ଦେଇଛନ୍ତି ଗୁଡନ୍ୟୁଜ । କାରଣ ସେ ଖୁବଶୀଘ୍ର ଡିଜିଟାଲ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି । ସେ ଆମାଜନ ପ୍ରାଇମ ଭିଡିଓର ନୂଆ ୱେବ ସିରିଜରେ ନଜର ଆସିବେ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ନିର୍ଦ୍ଦେଶିକା ରୀମା କାଗିତ ଏବଂ ରୁଚିକା ଓବରୟ ।

ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେବାକୁ ଯାଇ ସିରିଜର ଫାଷ୍ଟଲୁକ ପୋଷ୍ଟର ମହିଳା ଦିବସରେ ସେୟାର କରିଛନ୍ତି ଅଭିନେତ୍ରୀ । ମୁଖ୍ୟକଥା ହେଲା ଯେ ସେ ସିରିଜରେ ଜଣେ ପୋଲିସ ଅଧିକାରୀ ରୂପେ ନଜର ଆସିବେ ସୋନାକ୍ଷୀ।

ଇନଷ୍ଟାଗ୍ରାମରେ ଫାଷ୍ଟଲୁକ ପୋଷ୍ଟର ସେୟାର କରି ସେ ଲେଖିଛନ୍ତି, ‘ମହିଳାମାନେ କଣ କରିପାରିବେ ସେଥିରେ କୌଣସି ସୀମା ନାହିଁ । ଏଥିରେ ଆମର ସାମୂହିକ ବିଶ୍ବାସ କେବଳ ବାରମ୍ବାର ଦୃଢ ହୋଇଛି ଏବଂ ଓମେନ୍ସ ଡେ ପୂର୍ବରୁ, ଆମେ ଜିନିଷଗୁଡିକୁ ଏକ ଖଣ୍ଡକୁ ନେଉଛୁ। ଝିଅମାନେ ଏହା କିପରି କରନ୍ତି ତାହା ପୁନର୍ବାର ସମସ୍ତଙ୍କୁ ଦେଖାଇବାକୁ ଅପେକ୍ଷା କରିପାରିବି ନାହିଁ। ସେବା ଏବଂ ସୁରକ୍ଷା ପାଇଁ ଶୀଘ୍ର ଆସୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.