ETV Bharat / sitara

ମିଲିନ୍ଦଙ୍କ ଉଲଗ୍ନ ଫଟୋ ବିବାଦ: ସମର୍ଥନରେ ପୂଜା ବେଦୀ

author img

By

Published : Nov 9, 2020, 1:37 PM IST

ଫଟୋସୁଟକୁ ନେଇ ବିବାଦ ଘେରରେ ମିଲିନ୍ଦ । ରୁଜୁ ହୋଇଥିଲା ମାମଲା । ଏବେ ସପକ୍ଷରେ ବାହାରିଲେ ପୂଜା । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଅଶ୍ଳୀଳତା ବିସ୍ତାର କରିବା ପାଇଁ ଅଭିନେତା, ମଡେଲ ଏବଂ ଫିଟନେସ୍ ପ୍ରମୋଟର୍ ମିଲିନ୍ଦ ସୋମନଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଗତ 4ରେ ମିଲିନ୍ଦ ତାଙ୍କ ଜନ୍ମଦିନରେ ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ଉଲଗ୍ନ ହୋଇ ସମୁଦ୍ର କୂଳରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା ​​। ଅନେକ ଲୋକ ଏହି ଫଟୋ ଉପରେ ଆପତ୍ତି ପ୍ରକାଶ କରିଥିଲେ । ଇତିମଧ୍ୟରେ ତାଙ୍କ ସମର୍ଥନ କରୁଥିବାର ନଜର ଆସୁଛନ୍ତି ଅଭିନେତ୍ରୀ ପୂଜା ବେଦୀ ।

ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ମିଲିନ୍ଦଙ୍କ ଏହି ସୌନ୍ଦର୍ଯ୍ୟଭରା ଫଟୋରେ କିଛି ଅଶ୍ଳୀଳତା ନାହିଁ । ଅଶ୍ଳୀଳତା ଅଧିକ କଳ୍ପନା କରୁଥିବା ୟୁଜର୍ସଙ୍କ ମନରେ ଅଛି । ତାଙ୍କର ଅପରାଧ ଭଲ ଦେଖାଯିବା, ଫେମସ ଏବଂ ବେଞ୍ଚ ମାର୍କ ସେଟିଂ କରିବା । ଯଦି ଉଲଗ୍ନ ହେବା ଅପରାଧ ତେବେ ସମସ୍ତ ନାଗା ବାବୁଙ୍କୁ ଗିରଫ କରାଯିବା ଉଚିତ୍ । ପାଉଁଶ ଘୋଡାଇବା ରହୁଥିବା ବାବା ଗ୍ରହଣୀୟ ନହେଁ ।’

  • A bsolutely nothing obscene about @milindrunning aesthetic pic. The obscenity lies in the minds of a viewer imagining more!
    His crime is being good looking,famous & setting bench marks!
    If nudity is a crime all naga babas should be arrested. Smearing ash can't make it acceptable! pic.twitter.com/vTTAK8whIi

    — Pooja Bedi (@poojabeditweets) November 8, 2020 " class="align-text-top noRightClick twitterSection" data=" ">

ପ୍ରକାଶ ଥାଉକି ଫଟୋ ଅପଲୋଡ୍ କରିବା ପରେ ମିଲିନ୍ଦଙ୍କ ନାମରେ ଅଶ୍ଳୀଳତା ପାଇଁ ମାମଲା ରୁଜୁ କରାଯାଇଥିଲା । ଦକ୍ଷିଣ ଗୋଆ ଅଧୀକ୍ଷକ ପଙ୍କଜ କୁମାର ସିଂ କହିଥିଲେ ଯେ ଟେକ୍ନୋଲେଜି ଆକ୍ଟ ଅଧିନିୟମର ଅନ୍ୟାନ୍ୟ ବିଭାଗ ସହିତ ଭାରତୀୟ ଦଣ୍ଡବିଧି ସଂହିତା ଧାରା 294 (ଅଶ୍ଳୀଳତା) ଅନୁଯାୟୀ ତାଙ୍କ ନାମରେ ମାମଲା ରୁଜୁ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.