ETV Bharat / sitara

ସେହନାଜଙ୍କ ଇଂରାଜୀରେ ପଞ୍ଜାବୀ ତଡକା

ଇଂରାଜୀ ଗୀତ ଗାଇ ସମସ୍ତଙ୍କୁ ଦିୱାନା କଲେ ସେହନାଜ । ଭାଇରାଲ ହେଉଛି ତାଙ୍କ ନୂଆ ଭିଡିଓ । ହଲିଉଡ ସିଙ୍ଗର ଜଷ୍ଟିନ ବିବରଙ୍କ ଗାଇଲେ ଗୀତ । ଅଧିକ ପଢନ୍ତୁ...

ସେହନାଜଙ୍କ ଇଂରାଜୀରେ ପଞ୍ଜାବୀ ତଡକା
ସେହନାଜଙ୍କ ଇଂରାଜୀରେ ପଞ୍ଜାବୀ ତଡକା
author img

By

Published : May 1, 2021, 8:17 AM IST

ମୁମ୍ବାଇ: ‘ବିଗବସ 13’ ଫେମ ତଥା ପଞ୍ଜାବ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସେହନାଜ ଗିଲଙ୍କୁ ବେଶ୍ ଜଣା କିପରି ଫ୍ୟାନ୍ସଙ୍କ ମନ କିଣାଯିବ । ସେ ପ୍ରାୟତଃ ନିଜ ମଜାଦାର ଆଉ ବିନ୍ଦାସ ଅନ୍ଦାଜରେ ସମସ୍ତଙ୍କୁ ଦିୱାନା କରନ୍ତି । ଏଥର ମଧ୍ୟ ସମାନ ଜିନିଷ ଦେଖିବାକୁ ମିଳୁଛି । ଭାଇରାଲ ହେଉଛି ତାଙ୍କର ନୂଆ ଭିଡିଓ । ଯାହାକୁ ଦେଖି ଲାଗୁଛି ଏଥର ସେ ନିଷ୍ପତ୍ତି ନେଇସାରିଛନ୍ତି ନିଜ ଇଂରାଜୀ ଭାଷା ଠିକ୍ କରିବାକୁ ।

କାରଣ ପଞ୍ଜାବୀ ତଡକା ସହ ସେ ଜଷ୍ଟିନ ବିବରଙ୍କ ଗୀତ ଗାଇ ଫ୍ୟାନ୍ସଙ୍କ ମନ ପୁଣି କିଣିଛନ୍ତି । କଥାଟି ହେଲା ଯେ ସେ ଇନଷ୍ଟାଗ୍ରାମରେ ସେୟାର କରିଥିବା ଭିଡିଓରେ ଏହା କହୁଥିବାର ନଜର ଆସୁଛନ୍ତି, ‘କିଏ କହୁଛି ଯେ ମତେ ଇଂରାଜୀ ଆସୁନାହିଁ । ତେବେ ମୋ ଇଂରାଜୀରେ ପଞ୍ଜାବୀ ଟଚ୍ ହେଉନା କାହିଁକି । ଇଂରାଜୀ ଇଂରାଜୀ ହୋଇଥାଏ ତେବେ ଯେକୌଣସି ଭାଷା ହେଉ ।’

ଏହାପରେ ସେ ଜଷ୍ଟିନଙ୍କ ଗୀତ ଗାଉ ସମସ୍ତଙ୍କୁ ଶୁଣାଉଛନ୍ତି । ଏହାବ୍ୟତୀତ ସେହନାଜ ବର୍ତ୍ତମାନ ନିଜ ଟ୍ରାନ୍ସଫର୍ମସନକୁ ନେଇ ଚର୍ଚ୍ଚାରେ । ସେ ଫ୍ୟାଟ୍‌ରୁ ଫିଟ୍ ନଜର ଆସୁଛନ୍ତି । ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ନିକଟରେ ପତଳା ହେବା ଉପରେ ସେ କହିଥିଲେ ନିଜ ଡାଏଟ୍ ଉପରେ ଅଧିକ ଧ୍ୟାନ ଦେଇ ସେ ଶରୀରର ଓଜନ କମାଇବାରେ ସଫଳ ହୋଇପାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.