ETV Bharat / sitara

ବିଦେଶ ଯାତ୍ରାକୁ ମନେ ପକାଉଛନ୍ତି ଭାଗ୍ୟଶ୍ରୀ, ଭାଇରାଲ ଭିଡିଓ

author img

By

Published : Jul 3, 2020, 7:40 PM IST

ସୋସିଆଲ ମିଡିଆରେ ଥ୍ରୋବ୍ୟାକ ଭିଡିଓ ସେୟାର କରି ଚର୍ଚ୍ଚାରେ ଭାଗ୍ୟଶ୍ରୀ । ନିଜ ପୁରୁଣା ସ୍ମୃତି ସେୟାର କଲେ ସେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭାଘ୍ୟଶ୍ରୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଭାଘ୍ୟଶ୍ରୀ

ମୁମ୍ବାଇ: ସାଧରଣ ଲୋକଙ୍କ ଠୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ କୋରୋନା ସଙ୍କଟ ସମୟରେ ବାହାରକୁ ଯିବାକୁ ଡରୁଛନ୍ତି । କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଳାୟ ତରଫରୁ ମଧ୍ୟ ବାରମ୍ବାର କୁହାଯାଉଛି ଯେ ଆବଶ୍ୟକ ନପଡିଲେ କେହି ବାହାରକୁ ଯିବ ନାହିଁ । ଘରେ ରହି ସୁରକ୍ଷିତ ରହିବାକୁ ଲୋକଙ୍କୁ ଅପିଲ କରାଯାଉଛି । ସେହିପରି ଲକଡାଉନରେ ଘରେ ବନ୍ଦ ଥିବା ସେଲିବ୍ରିଟି ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ହୋଇଯାଇଛନ୍ତି । ଆଉ ନିଜ ପୁରୁଣା ସ୍ମୃତି ମନେ ପକାଇ ଅନେକ ଜିନିଷ ସେୟାର କରୁଛନ୍ତି । ଯାହା ଏବେ ଦେଖିବାକୁ ମିଳୁଛି ଅଭିନେତ୍ରୀ ଭାଗ୍ୟଶ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ।

ସେ ଇନଷ୍ଟାଗ୍ରାମରେ ନିଜର କିଛି ଥ୍ରୋବ୍ୟାକ ଭିଡିଓ ସେୟାର କରିଛନ୍ତି । ଯାହା ତାଙ୍କ ବିଦେଶ ଯାତ୍ରା ସମୟର ଥିଲା । ସେହିପରି ଏହାର କ୍ୟାପସନରେ ଲେଖିଛନ୍ତି, ‘କିଛି ଯାତ୍ରା ଅବିଶ୍ବସନୀୟ, ଅବିସ୍ମରଣୀୟ ହୋଇଥାଏ । ଯାତ୍ରା କରିବା ଉପରେ ନିଷେଧ ହେଲେ ସ୍ମୃତି ଉପରେ ନୁହେଁ । ଏହି ଶାନଦାର ଦିନକୁ ଆପଣଙ୍କ ସହ ସେୟାର କରିବାକୁ ଚାହୁଁଥିଲେ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.