ETV Bharat / sitara

40 ହଜାର ଗୀତ ଗାଇ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଥିଲେ ବାଲାସୁବ୍ରମଣ୍ୟମ - Balasubramanian recorded

ବାଲାସୁବ୍ରମଣ୍ୟମ 40 ହଜାରରୁ ଅଧିକ ଗୀତ ଗାଇଥିଲେ ଏବଂ ଏଥିସହିତ ସେ 6 ଥର ନ୍ୟାସନାଲ ଆଓ୍ବାର୍ଡ ମଧ୍ୟ ଜିତିଥିଲେ । ଅଧିକ ପଢନ୍ତୁ...

Balasubramanian recorded in the Guinness Book of World Records
40 ହଜାର ଗୀତ ଗାଇ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ କରିଥିଲେ ବାଲାସୁବ୍ରମଣ୍ୟମ
author img

By

Published : Sep 25, 2020, 4:09 PM IST

ଚେନ୍ନାଇ: ଶୁକ୍ରବାର ଭେଟେରାନ ପ୍ଲେବ୍ୟାକ ସିଙ୍ଗର ଏସପି ବାଲାସୁବ୍ରମଣ୍ୟମ(ଏସପିବି)ଙ୍କ ପରଲୋକ ଘଟିଛି । ସେ ଚିକିତ୍ସାଧୀନ ଅବସ୍ଥାରେ ଏମଜିଏମ ହେଲଥ କେୟାରରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତାଙ୍କ ପୁଅ ଏନେଇ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିଲା ।

ସଙ୍ଗୀତ ଶିଳ୍ପରେ ଏସପି ବାଲାସୁବ୍ରମଣ୍ୟାନଙ୍କ ଏକ ବଡ ନାମ ଥିଲା | ଏସପି ଦକ୍ଷିଣ ଇଣ୍ଡଷ୍ଟ୍ରିର କମଲହାସନଙ୍କ ଠାରୁ ବଲିଉଡର ସଲମାନ ଖାନଙ୍କ ଫିଲ୍ମରେ ନିଜର ସ୍ବର ଦେଇଥିଲେ।

ବାଲାସୁବ୍ରମଣ୍ୟମ 40 ହଜାରରୁ ଅଧିକ ଗୀତ ଗାଇଥିଲେ ଏବଂ ଏଥିସହିତ ସେ 6 ଥର ନ୍ୟାସନାଲ ଆଓ୍ବାର୍ଡ ମଧ୍ୟ ଜିତିଥିଲେ ।

କେବଳ ଏତିକି ନୁହେଁ, ସେ କେବଳ ସଲମାନ ଖାନଙ୍କ ପାଇଁ ପ୍ଲେବ୍ୟାକ ଗୀତ ଗାଇ ନିଜର ନାମ ଅର୍ଜନ କରିନାହାଁନ୍ତି, ବରଂ ସଲମାନଙ୍କୁ ମଧ୍ୟ ଲୋକପ୍ରିୟ କରିଥିଲେ।

ବାଲାସୁବ୍ରମଣ୍ୟମ କେବଳ ଜଣେ ଗାୟକ ନୁହଁନ୍ତି ବରଂ ଜଣେ ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା ଏବଂ ଡବିଂ କଳାକାର ମଧ୍ୟ ଥିଲେ ।

60 ଦଶକରେ ନିଜର ଗୀତ କ୍ୟାରିଅର୍ ଆରମ୍ଭ କରିଥିବା ବାଲାସୁବ୍ରମଣ୍ୟନ୍ ଏପର୍ଯ୍ୟନ୍ତ ଅନେକ ଗୀତ ଗାଇ ପ୍ରଶଂସକଙ୍କ ହୃଦୟରେ ନିଜର ସ୍ବତନ୍ର ସ୍ଥାନ ସୃଷ୍ଟି କରିଥିଲେ । ବାସ୍ତବରେ ଏସପି ପ୍ରାୟ 40 ହଜାର ପାଖାପାଖି ଗୀତ ଗାଇଛନ୍ତି । ଏହା ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ରେକର୍ଡ କରାଯାଇଛି। ସେ ପ୍ରାୟ 16 ଟି ଭାଷାରେ ଏହି 40 ହଜାର ଗୀତ ଗାଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.