ETV Bharat / sitara

13 ବର୍ଷରେ 'ବଜରଙ୍ଗୀ ଭାଇଜାନ'ର ମୁନି, ସେୟାର କଲେ ଭିଡିଓ

author img

By

Published : Jun 3, 2021, 4:21 PM IST

'ବଜରଙ୍ଗୀ ଭାଇଜାନ' ଫେମ ହର୍ଷାଲି ମଲହୋତ୍ରା ଆଜି ତାଙ୍କର 13ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଦିନରେ ହର୍ଷାଲି ନିଜେ ଏକ ମଜାଳିଆ ଭିଡିଓ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

bajrangi-bhaijaan-fame-harshaali-malhotra-celebrated-her-13-birthday-and-shares-a-funny-video
13 ବର୍ଷରେ 'ବଜରଙ୍ଗୀ ଭାଇଜାନ'ର ମୁନି,ସେୟାର କଲେ ଭିଡିଓ

ନୂଆଦିଲ୍ଲୀ: 'ବଜରଙ୍ଗୀ ଭାଇଜାନ' ଫେମ ହର୍ଷାଲି ମଲହୋତ୍ରା ଆଜି(ଜୁନ୍ 13)ରେ ତାଙ୍କର 13ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ସୋସିଆଲ ମିଡିଆରେ ଛୁଟିଲା ଶୁଭେଚ୍ଛାର ସୁଅ । ଫ୍ୟାନ୍ସଙ୍କ ଠୁ ନେଇ ସେଲିବ୍ରିଟି ତାଙ୍କୁ ବର୍ଥ ୱିଶ କରୁଥିବାର ନଜର ଆସୁଛନ୍ତି ।

ଏହି ବିଶେଷ ଦିନରେ ହର୍ଷାଲି ନିଜେ ଏକ ମଜାଳିଆ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସେ କେକ୍ କାଟିଥିବାର ନଜର ଆସିଛନ୍ତି । ଯେଉଁଥିରେ ବର୍ଥଡେ କ୍ୟାଣ୍ତେଲ 13 ଲାଗିଥିଲା, କିନ୍ତୁ କେହି ଜଣେ ଆସି କ୍ୟାଣ୍ତେଲକୁ 31ରେ ବଦଳାଇ ଦିଅନ୍ତି । ଯାହାକୁ ଦେଖି ହର୍ଷାଲି ରାଗିଯାଆନ୍ତି ।

ଏବେ ହର୍ଷାଲିଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେବା ସହ ପ୍ରଶଂସକମାନେ କମେଣ୍ଟ ବକ୍ସରେ ବହୁ ମଜାଳିଆ ମନ୍ତବ୍ୟ ଦେଉଛନ୍ତି ।

ପ୍ରକାଶ ଥାଉ ଯେ, ସଲମାନଙ୍କ ଚଳଚ୍ଚିତ୍ର ବଜରଙ୍ଗୀ ଭାଇଜାନରେ ମୁନି ଭୂମିକାରେ ଅଭିନୟ କରିଥିବା ଶିଶୁ କଳାକାର ହର୍ଷାଲି ମଲହୋତ୍ରା ତାଙ୍କ ଅଭିନୟ ପାଇଁ ବେଶ ଜଣାଶୁଣା । ବଜରଙ୍ଗୀ ଭାଇଜାନରେ ମୁନି ଭୂମିକାରେ ତାଙ୍କ ଅଭିନୟକୁ ବହୁ ପ୍ରଶଂସା ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.