ETV Bharat / sitara

'ଗେନ୍ଦା ଫୁଲ'ର ଗୁଜୁରାଟୀ ଭର୍ସନର ପ୍ରତିକ୍ରିୟାକୁ ବାଦଶାହାଙ୍କ ଅପେକ୍ଷା - ଗୁଜୁରାଟୀ ଭର୍ଜନରେ ଧମାଲ କରୁଛି

ବାଦଶାହ ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନୂଆ ଗୀତ'ଗେନ୍ଦା ଫୁଲ' ଙ୍କୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ । ବର୍ତ୍ତମାନ ବାଦଶାହ ଏହି ଗୀତର ଗୁଜରାଟୀ ଭର୍ଜନ ଆଣିଛନ୍ତି । ସେ କହିଛନ୍ତି, ଏହି ଗୀତର ହିନ୍ଦୀ ଭର୍ଜନରେ ପ୍ରଶଂସକମାନଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିବାରୁ ମୁଁ ବହୁତ ଖୁସି । ବର୍ତ୍ତମାନ ମୁଁ ଉତ୍ସାହର ସହିତ ଦର୍ଶକମାନଙ୍କ ଠାରୁ ଏହି ଗୀତର ଗୁଜୁରାଟୀ ଭର୍ଜନର ପ୍ରତିକ୍ରିୟାକୁ ନେଇ ଅପେକ୍ଷା କରିଛି । ଅଧିକ ପଢନ୍ତୁ...

badshahs genda phool gets a gujarati version
'ଗେନ୍ଦା ଫୁଲ'ର ଗୁଜୁରାଟୀ ଭର୍ସନର ପ୍ରତିକ୍ରିୟାକୁ ବାଦଶାହାଙ୍କ ଅପେକ୍ଷା
author img

By

Published : May 29, 2020, 11:53 PM IST

ମୁମ୍ବାଇ: ଲୋକମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ ଗାୟକ ତଥା ରାପ ସଙ୍ଗର ବାଦଶାହା ତାଙ୍କ ହିଟ ଗୀତ 'ଗେନ୍ଦା ଫୁଲ' ର ଗୁଜୁରାଟୀ ଭର୍ଜନ ଆଣିଛନ୍ତି । ଗାୟିକା ଭୂମି ତ୍ରିବେଦୀ ବାଦଶାହାଙ୍କ ସହ ଏହି ଗୀତ ଗାଇଛନ୍ତି ।

  • " class="align-text-top noRightClick twitterSection" data="">

ବାଦଶାହା କହିଛନ୍ତି, 'ଗେନ୍ଦା ଫୁଲ' ଗୀତର ହିନ୍ଦୀ ଭର୍ଜନରେ ପ୍ରଶଂସକମାନଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ମିଳିଥିବାରୁ ମୁଁ ଅତ୍ୟଧିକ ଖୁସି । 'ଗେନ୍ଦା ଫୁଲ' ଗୀତର ଗୁଜୁରାଟୀ ଭର୍ଜନ ପ୍ରସ୍ତୁତ କରିବାକୁ ନେଇ ପ୍ରଶଂସକମାନେ ଆମକୁ ବାରମ୍ବାର ପ୍ରଶ୍ନ ପଚାରୁଥିଲେ । ମୁଁ ଗୁଜୁରାଟର ସଂସ୍କୃତି, ଏବଂ ଗୁଜୁରାଟର ଖାଦ୍ୟକୁ ବହୁତ ଭଲପାଏ । ତେଣୁ ବର୍ତ୍ତମାନ ଆମେ 'ଗେନ୍ଦା ଫୁଲ' ଗୀତର ଗୁଜୁରାଟୀ ଭର୍ଜନ ଆଣିଛୁ । ମୁଁ ଉତ୍ସାହର ସହିତ ଏହା ଉପରେ ଦର୍ଶକମାନଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.