ETV Bharat / sitara

ମୋଦିଙ୍କ ଶପଥ ଗ୍ରହଣରେ ବି-ଟାଉନ - oath ceremony

ନୂଆଦିଲ୍ଲୀ ଠାରେ ମେ 30ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରି ଆରମ୍ଭ କରିଛନ୍ତି ଦ୍ବିତୀୟ ପାଳି । ଉତ୍ସବରେ ଏକାଠି ନଜର ଆସିଥିଲେ ଅନେକ ଶିଳ୍ପପତି, ରାଜନେତା, କଳାକାର ଓ କ୍ରିକେଟର ।

ଫଟୋ ସୌଜନ୍ୟ: ଆଇଏନଏସ
author img

By

Published : May 31, 2019, 11:41 AM IST

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ବିତୀୟ ଇଂନିସ ଆରମ୍ଭ । ମୋଦି ଓ ତାଙ୍କ ଟିମକୁ ମେ 30ରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଉ ଏହି ଭବ୍ୟ ସମାରୋହରେ ପ୍ରାୟ 6ହଜାର ଅତିଥି ସାମିଲ ହୋଇଥିବାବେଳେ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ ଚେହେରା ମଧ୍ୟ ନଜର ଆସିଥିଲେ ।

celebs
ଡିଜାଇନ ଫଟୋ

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ମେଗାଷ୍ଟାର ରଜନୀକାନ୍ତଙ୍କ ସହ ବଲିଉଡର ବାଦଶାହ ଶାହରୁଖ ଖାନ, କରଣ ଜୋହର, ଆଶା ଭୋସଲେ, କଙ୍ଗନା ରଣାୱତ, ଅନିଲ କପୁର, ଅନୁପମ ଖେର, ଶାହିଦ କପୁର, ସୁଶାନ୍ତ ସିଂହ ରାଜପୁତ, କପିଲ ଶର୍ମା ଆଦି ଷ୍ଟାର ନଜର ଆସିଥିଲେ । ତେବେ ଖାଲି ଷ୍ଟାର ନୁହେଁ ଏହି ଭବ୍ୟ ସମାରୋହରେ ଅନେକ ଲୋକପ୍ରିୟ ନିର୍ମାତା ମଧ୍ୟ ନଜର ଆସିଥିଲେ ।

ପ୍ରକାଶ ଥାଉକି, ମୋଦିଙ୍କ ଶପଥ ଗ୍ରହଣରେ ବିମଷ୍ଟେକ (ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ଭୁଟାନ, ଥାଇଲ୍ୟାଣ୍ଡ, ମିଆଁମାର, ମରିସିଅସ) ରାଷ୍ଟ୍ରମୁଖ୍ୟ, ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପିଏମ ମନମୋହନ ସିଂ ଆଦି ସାମିଲ ହୋଇଥିଲେ ।

Intro:Body:

ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ବିତୀୟ ଇଂନିସ ଆରମ୍ଭ । ମୋଦି ସହ ତାଙ୍କ ମନ୍ତ୍ରିମଣ୍ଡଳକୁ ମେ 30 ସନ୍ଧ୍ୟା 7ଟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆଉ ଏହି ଭବ୍ୟ ସମାରୋହରେ ପ୍ରାୟ 6ହଜାର ଅତିଥି ସାମିଲ ହୋଇଥିବାବେଳେ ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ବଡ ଚେହେରା ମଧ୍ୟ ନଜର ଆସିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ମେଗାଷ୍ଟାର ରଜନୀକାନ୍ତଙ୍କ ସହ ବଲିଉଡ ତରଫରୁ ଶାହରୁଖ ଖାନ, କରଣ ଜୋହର,ଆଶା ଭୋସଲେ,କଙ୍ଗନା ରଣାୱତ, ଅନିଲ କପୁର, ଅନୁପମ ଖେର, ଶାହିଦ କପୁର, ସୁଶାନ୍ତ ସିଂହ ରାଜପୁତ, କପିଲ ଶର୍ମା ଆଦି ଷ୍ଟାର ନଜର ଆସିଥିଲେ । ତେବେ ଖାଲି ଷ୍ଟାର ନୁହେଁ ଏହି ଭବ୍ୟ ସମାରୋହରେ ଅନେକ ନାମୀ ନିର୍ମାତା ମଧ୍ୟ ନଜର ଆସିଥିଲେ ।

ପ୍ରକାଶ ଥାଉକି, ମୋଦିଙ୍କ ଶପଥ ଗ୍ରହଣରେ ବିମଷ୍ଟେକ (ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ଭୁଟାନ, ଥାଇଲ୍ୟାଣ୍ଡ, ମିଆଁମାର, ମରିସିଅସ) ରାଷ୍ଟ୍ରମୁଖ୍ୟ, ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ପିଏମ ମନମୋହନ ସିଂ ଆଦି ସାମିଲ ହୋଇଥିଲେ ।

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.