ETV Bharat / sitara

48 ଦିନରେ 'ଚଣ୍ଡିଗଡ଼ କରେ ଆଶିକୀ'ର ସୁଟିଂ ଶେଷ କଲେ ଆୟୁଷ୍ମାନ-ବାଣୀ - ayushmann-vaani-wrap-chandigarh-kare-aashiqui

ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ବାଣୀ କପୁର ଫିଲ୍ମ 'ଚଣ୍ଡିଗଡ଼ କରେ ଆଶିକୀ'ର ସୁଟିଂକୁ ମାତ୍ର 48 ଦିନ ମଧ୍ୟରେ ଶେଷ କରିଛନ୍ତି । ଅଧିକ ପଢନ୍ତୁ...

ayushmann-vaani-wrap-chandigarh-kare-aashiqui-in-about-48-days
48 ଦିନରେ 'ଚଣ୍ଡିଗଡ଼ କରେ ଆଶୀକି'ର ସୁଟିଂ ଶେଷ କଲେ ଆୟୁଷ୍ମାନ-ବାଣୀ
author img

By

Published : Dec 23, 2020, 7:19 AM IST

ନୂଆଦିଲ୍ଲୀ: ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ଭାନି କପୁର ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଚଣ୍ଡିଗଡ଼ କର ଆଶିକୀ'ର ସୁଟିଂ ଶେଷ କରିଛନ୍ତି ।

ସୁଟିଂ ପୁରା ହେବା ଅବସରରେ ଏବେ ଫିଲ୍ମର ଟିମ ସେଲିବ୍ରେଟ କରୁଛନ୍ତି। ନିର୍ମାତାମାନେ ଏହି ସେଲିବ୍ରେଶନର ଫଟୋ ଟ୍ବିଟରରେ ସେୟାର କରିଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି, କୋରୋନା ମହାମାରୀ ମଧ୍ୟରେ ଅକ୍ଟୋବରରେ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଥିଲା ଏବଂ ଟିମ ଚଣ୍ଡିଗଡ଼ରେ ପ୍ରାୟ 48 ଦିନ ମଧ୍ୟରେ ଫିଲ୍ମର ସୁଟିଂ ଶେଷ କରିଥିଲେ ।

ଗୋଟିଏ ଥର ଫିଲ୍ମର ସିଡ୍ୟୁଲ ସମାପ୍ତ କରିଥିବାରୁ ଟିମକୁ ପ୍ରଶଂସା କରି ନିର୍ମାତାମାନେ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, ନିର୍ଦ୍ଦେଶକ ଅଭିଷେକ କପୁରଙ୍କ 'ଚଣ୍ଡିଗଡ଼ କରେ ଆଶୀକି' ମହାମାରୀ ସମୟରେ 2 ମାସ ମଧ୍ୟରୁ କମ ସମୟ ମଧ୍ୟରେ ନିର୍ମିତ ଭାରତୀୟ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ।

ଏହି ଚଳଚ୍ଚିତ୍ରରେ ଆୟୁଷ୍ମାନ ଖୁରାନା ଜଣେ ଆଥଲେଟ୍ ଭୂମିକାରେ ଅଭିନୟ କରୁଛନ୍ତି ।

ଏହି ସମୟରେ, ଆୟୁଷ୍ମାନ ନିଜର ଆଗାମୀ ଚଳଚ୍ଚିତ୍ର 'ଡକ୍ଟର ଜୀ'ର ଘୋଷଣା କରିଛନ୍ତି। ଏହା ଏକ କମେଡି ଡ୍ରାମା ଫିଲ୍ମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.