ETV Bharat / sitara

ଜାକିର ହୁସୈନଙ୍କ ହେୟାର ଷ୍ଟାଇଲ ଆପଣାଇଲେ ଆୟୁଷ୍ମାନଙ୍କ ପତ୍ନୀ

author img

By

Published : Jul 11, 2020, 4:55 PM IST

ସୋସିଆଲ ମିଡିଆରେ ଭାଇରାଲ ହେଲା ତାହିରା କଶ୍ୟପଙ୍କ ନୂଆ ଭିଡିଓ । ମଜାଦାର କ୍ୟାପସନ ଦେଇ ସେ ଚର୍ଚ୍ଚାରେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାହିରା କଶ୍ୟପ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାହିରା କଶ୍ୟପ

ମୁମ୍ବାଇ: ଫେମସ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ପତ୍ନୀ ଓ ରାଇଟର ତାହିରା କଶ୍ୟପ ସୋସିଆଲ ମିଡିଆ ସବୁବେଳେ ଆକ୍ଟିଭ ନଜର ଆସନ୍ତି । ଆଉ ସବୁବେଳେ ସେ ନିଜ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଏଥର ମଧ୍ୟ ଏମିତି କିଛି ଦେଖିବାକୁ ମିଳୁଛି । ହେଲେ ଏଥର ସେ ନିଜ ନୂଆ ହେୟାର ଷ୍ଟାଇଲ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

କଥାଟି ହେଲା ହେଲା ଯେ ସେ ନିଜ ଇନଷ୍ଟାଗ୍ରାମରେ ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ନୂଆ ହେୟାର ଷ୍ଟାଇଲରେ ସେ ନଜର ଆସିବେ ।

ଖାସ୍ କଥା ହେଲା ଯେ ସେ ଏହି ଭିଡିଓଟିକୁ ଫେମସ ତବଲା ବାଦକ ହରୀଶ ଓ ଜାକିର ହୁସୈନଙ୍କୁ ସମର୍ପିତ କରିଛନ୍ତି । ସେହିପରି ସେ କ୍ୟାପସନରେ ଲେଖିଛନ୍ତି, ‘ବାଃ ତାଜ ହରୀଶଙ୍କଠୁ ନେଇ ଉତ୍ସାଦ ଜାହିକ ହୁସୈନ ପର୍ଯ୍ୟନ୍ତ । ଆଗକୁ ଦେଖନ୍ତୁ ହେଉଛି କଣ। ’

ପ୍ରକାଶ ଥାଉକି, ତାହିର ଯେଉଁ କ୍ୟାପସନ ଦେଇଛନ୍ତି ତାହା 90 ଦଶକର ଫେମସ ଟି-ଲିଫ ବିଜ୍ଞାପନର । ଯେଉଁଥିରେ ଜାକିର ଏପରି କେଶରେ ତବଲା ବଜାଉଥିବାର ନଜର ଆସୁଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.