ETV Bharat / sitara

ମୋଦିଙ୍କ ସମର୍ଥନରେ 900 କଳାକାର - bjp

ମୋଦିଙ୍କୁ ଭୋଟ ଦେବାକୁ ଜନସାଧାରଣଙ୍କୁ ଅପିଲ କଲେ 900 କଳାକାର । କହିଲେ ମଜବୁର ନୁହେଁ ମଜବୁତ ସରକାର ଚୟନ କର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର
author img

By

Published : Apr 10, 2019, 10:23 PM IST

ମୁମ୍ବାଇ: ଆସନ୍ତାକାଲି ଠାରୁ 17ତମ ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ଏବେ ପୁରା ଦେଶ ନିର୍ବାଚନ ରଙ୍ଗରେ ରଙ୍ଗେଇ ହୋଇଛି । ସେହିପରି ବଲିଉଡ ଗ୍ୟାଲେରୀ ମଧ୍ୟ ଏହି ନିର୍ବାଚନରୁ ବାଦ ପଡିନାହିଁ । ନିକଟରେ ବଲିଉଡର କିଛି କଳାକାର ଲୋକଙ୍କୁ ଅପିଲ କରିଥିଲେ କି ବିଜେପି ବିରୋଧରେ ଭୋଟ କରିବାକୁ । ଏହାର ଜବାବରେ ଏବେ କିଛି କଳାକାର ଲୋକଙ୍କୁ ବିଜେପି ସମର୍ଥନରେ ଭୋଟ କରିବାକୁ ଅପିଲ କରିଛନ୍ତି ।

ନିକଟରେ ପାଖାପାଖି 900 କଳାକାର ଗୋଟିଏ ଗୋଟିଏ ଷ୍ଟେଟମେଣ୍ଟ ଜାରି କରି ଲୋକଙ୍କୁ ମଜବୁର ସରକାରକୁ ଛାଡି ମଜବୁତ ସରକାର ଚୟନ କରିବାକୁ ଅପିଲ କରିଛନ୍ତି ।

ଏହି କଳାକାରଙ୍କ ମଧ୍ୟରେ pandit Jasraj, Vivek Oberoi and Rita Ganguli, Shankar Mahadevan, Triloki Nath Mishra, Koena Mitra, Anuradha Paudwal and Hans Raj Hans ସାମିଲ ଅଛନ୍ତି । କଳାକାର ଲୋକଙ୍କୁ ବିନା କୌଣସି ପ୍ରଭାବରେ ଭୋଟ କରିବାକୁ ଅପିଲ କରିଛନ୍ତି । ସେମାନେ କହିଛନ୍ତି ଆଜି ଆବଶ୍ୟକତା ଅଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଆଗାମୀ ପ୍ରଧାନମନ୍ତ୍ରୀ ପାଇଁ ସୁଯୋଗ ଦେବା ଦରକାର ।

ଜଏଣ୍ଟ ଷ୍ଟେଟମେଣ୍ଟ ଅନୁଯାୟୀ ଗତ ପାଞ୍ଚ ବର୍ଷରେ ଦେଶ ଏକ ଏମିତି ସରକାରକୁ ଦେଖିଛି, ଯିଏ ଭ୍ରଷ୍ଟାଚାର ମୁକ୍ତ ବିକାଶ ପ୍ରତି ଅଗ୍ରସର ସରକାର ଦେଖାଇଛନ୍ତି ।

sample description

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.