ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ କୋରୋନା ପଜିଟିଭ ବୋଲି ଜଣାପଡିଛି । ସେ ଏହି ସୂଚନା ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଅର୍ଜୁନ ପୋଷ୍ଟରେ ଲେଖିଛନ୍ତି, ମୁଁ ମୋର କରୋନା ଟେଷ୍ଟ କରିଛି ଏବଂ ମୋର ରିପୋର୍ଟ ପଜିଟିଭ ବାହାରିଛି । ଅର୍ଜୁନ ଏବେ ହୋମ ଆଇସୋଲେସନରେ ଅଛନ୍ତି । ତୁମମାନଙ୍କର ସମର୍ଥନ ପାଇଁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ମୁଁ ତୁମକୁ ମୋର ସ୍ବାସ୍ଥ୍ୟ ଅପଡେଟ୍ ଦେବି ।
- " class="align-text-top noRightClick twitterSection" data="
">
ଅର୍ଜୁନଙ୍କ ଏହି ପୋଷ୍ଟ ପରେ ତାଙ୍କ ପ୍ରଶଂସକମାନେ ତାଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ