ETV Bharat / sitara

କୁକୁର ଦେଖିଲା ଫୁଟବଲ ମ୍ୟାଚ, ଅର୍ଜୁନ ସେୟାର କଲେ ଭିଡିଓ

author img

By

Published : Aug 11, 2020, 7:09 PM IST

ଅର୍ଜୁନ କପୁର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଆପଣ ଫୁଟବଲର ପ୍ରକୃତ ପ୍ରଶଂସକୁ ଦେଖିପାରିବେ । ବିଶେଷ କଥା ହେଉଛି ଏହି ପ୍ରଶଂସକ ଜଣକ ଏକ ମଣିଷ ନୁହଁନ୍ତି ବରଂ ଏକ ପୋଷା କୁକୁର, ଯିଏ ତାଙ୍କ ମାଲିକଙ୍କ ସହ ବିଛଣାରେ ବସି ମ୍ୟାଚ୍ ଉପଭୋଗ କରୁଥିବାର ନଜର ଆସିଛନ୍ତି । ଅଧିକ ପଢନ୍ତୁ...

arjun kapoor is true blue football fan shares hilarious video
କୁକୁର ଦେଖିଲା ଫୁଟବଲ ମ୍ୟାଚ, ଅର୍ଜୁନ ସେୟାର କଲେ ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର ମଙ୍ଗଳବାର ଦିନ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି ।

ଯେଉଁଥିରେ ଆପଣ ଜଣେ ପ୍ରକୃତ ଫୁଟବଲ୍ ପ୍ରଶଂସକଙ୍କୁ ଦେଖିପାରିବେ । ଏହି ଭିଡିଓ ଦେଖିବା ସମୟରେ ଆପଣଙ୍କ ହସ ବନ୍ଦ ହେବ ନାହିଁ ।

ବିଶେଷ କଥା ହେଉଛି, ଏହି ପ୍ରଶଂସକ ଜଣକ ଏକ ମଣିଷ ନୁହଁନ୍ତି ବରଂ ଏକ ପୋଷା କୁକୁର, ଯିଏ ତାଙ୍କ ମାଲିକଙ୍କ ସହ ବିଛଣାରେ ବସି ମ୍ୟାଚ୍ ଉପଭୋଗ କରୁଥିବାର ନଜର ଆସିଛନ୍ତି ।

'ପାନିପତ' ଅଭିନେତା ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଏହି ଭିଡିଓ ସହିତ ଅର୍ଜୁନ କ୍ୟାପସନରେ ଲେଖିଛନ୍ତି ଯେ, ମୁଁ ସବୁବେଳେ ଏମିତି କରେ ଯେତେବଳେ @ ଚେଲସେଫ୍ ପ୍ଲେସ ।

ଭିଡିଓରେ, ଆପଣ ଦେଖିପାରିବେ, ଟିଭିରେ ମ୍ୟାଚ୍ ଏବଂ କମେଣ୍ଟ୍ରିକୁ ଶୁଣି କୁକୁର ଉତ୍ସାହିତ ଅଛି ଏବଂ ଶେଷରେ କୁକୁରଟି ହଠାତ୍ ଏତେ ଆନନ୍ଦରେ ଡେଇଁଛି ଯେ ସେ ବିଛଣାରୁ ତଳକୁ ପଡ଼ିଯାଇଛି ।

ଅର୍ଜୁନଙ୍କ ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି ଏବଂ କମେଣ୍ଟ ବକ୍ସରେ ସେମାନଙ୍କର ମତାମତ ଦେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.