ETV Bharat / sitara

ହଲିଉଡ 'ରେଡ'ରେ ମିଷ୍ଟର ଝକାସ୍

ଏବେ ମଲ୍ଟି ଷ୍ଟାରର ଫିଲ୍ମ ମଲଙ୍ଗର ସୁଟିଂରେ ବ୍ୟସ୍ତ ଥିବା ଅଭିନେତା ଅନିଲ କପୁର ଖୁବ୍ ଶୀଘ୍ର ହଲିଉଡ 'ରେଡ' ଫିଲ୍ମ ହିନ୍ଦୀ ରିମେକରେ ନଜର ଆସିବେ । ଯାହାର ଘୋଷଣା ସେ ଦୁଇ ବର୍ଷ ପୂର୍ବରୁ କରିଥିଲେ ।

author img

By

Published : May 15, 2019, 1:02 AM IST

ଡିଜାଇନ ଫଟୋ

ମୁମ୍ବାଇ: ହଲିଉଡ ଫିଲ୍ମ ରିମେକରେ ନଜର ଆସିବେ ଝାକାସ ବଏ । ତେବେ ଦୁଇ ବର୍ଷ ପୂର୍ବେ ହଲିଉଡ ଫିଲ୍ମ 'ରେଡ'ର ହିନ୍ଦୀ ରିମେକ ପାଇଁ ସେ ଘୋଷଣା କରିଥିଲେ । ମାତ୍ର କିଛି ସମସ୍ୟା ପାଇଁ ସେ ଏହି ଫିଲ୍ମକୁ ଆରମ୍ଭ କରିପାରିନଥିଲେ । ମାତ୍ର ଏବେ ଏହା ଆରମ୍ବ ହେବା ନେଇ ଶୁଣିବାକୁ ମିଳୁଛି ।

ଏହି ଫିଲ୍ମରେ ପୁଣି ଏକାଠି ହେବେ ଡିରେକ୍ଟର ଅଭିନୟ ଦେୱ ଓ ଅନିଲ କପୁର । ଏହାର ରାଇଟସ ମିଳିବା ପରେ ମେକର୍ସ ଏହାର ସ୍କ୍ରିପ୍ଟ ଉପରେ କାମ ଆରମ୍ଭ କରିବେ । ତେବେ ଏଯାବତ ଫିଲ୍ମର ଷ୍ଟାରକାଷ୍ଟଙ୍କ ଘୋଷଣା କରାଯାଇନାହିଁ ।

ଏଠାରେ ସୂଚନାଯୋଗ୍ୟ, ଅନିଲ ଫିଲ୍ମର ପ୍ରଯୋଜନା କରିବା ସହ ମୁଖ୍ୟ ଭୂମିକାରେ ମଧ୍ୟ ଅଭିନୟ କରିବେ । ଏହାସହ ଅଭିନୟ ଫିଲ୍ମର ନିର୍ଦ୍ଦେଶନାର ଭାର ସମ୍ଭାଳିବେ । ପ୍ରକାଶ ଥାଉକି ଅଭିନୟ ଓ ଅନିଲ ପୂର୍ବରୁ ଛୋଟ ପରଦାର ଶୋ '24'ରେ ଏକାଠି କାମ କରିସାରିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.