ETV Bharat / sitara

ଫଟୋସୁଟରୁ ଫଟୋ ସେୟାର କଲେ ଅନନ୍ୟା

author img

By

Published : Dec 30, 2020, 7:34 AM IST

ନିକଟରେ, 'ପତି ପତ୍ନୀ ଅର ଓ୍ବ' ଅଭିନେତ୍ରୀ ଅନନ୍ୟା ନିଜର ଲାଟେଷ୍ଟ ଫଟୋସୁଟରୁ ଅନେକ ଚମତ୍କାର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

ananya-pandey-shared-photos-of-the-latest-photoshoot
ଲାଟେଷ୍ଟ ଫଟୋସୁଟରୁ ଫଟୋ ସେୟାର କଲେ ଅନନ୍ୟା

ନୂଆଦିଲ୍ଲୀ: ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଟାଇଗର ଶ୍ରଫଙ୍କ ସହ କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର- ୨’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମରେ ଅନନ୍ୟାଙ୍କ ଅଭିନୟକୁ ବେଶ ପସନ୍ଦ କରିଥିଲେ ଦର୍ଶକ।

କହିବାକୁ ଗଲେ, ଅନନ୍ୟା ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ । ସେ ସର୍ବଦା ନିଜର ଫଟୋ ଏବଂ ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରିଥାନ୍ତି ।

ନିକଟରେ, 'ପତି ପତ୍ନୀ ଅର ଓ୍ବ' ଅଭିନେତ୍ରୀ ଅନନ୍ୟା ନିଜର ଲାଟେଷ୍ଟ ଫଟୋସୁଟରୁ ଅନେକ ଚମତ୍କାର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

ଏହି ଫଟୋଗୁଡ଼ିକରେ, ସେ ଏକ ଡିଭା ଠାରୁ କମ୍ ନୁହଁନ୍ତି । ଅନନ୍ୟା ଏକ ଗୋଲାପୀ ରଙ୍ଗର ସ୍କର୍ଟ ଏବଂ ବ୍ଲାକ ଟପ୍ ସହିତ ଷ୍ଟାଇଲିସ୍ ଜୋତା ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହି ଫଟୋଗୁଡିକରେ ଅନନ୍ୟାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।

ପ୍ରକାଶ ଥାଉ ଯେ, ଅନନ୍ୟାଙ୍କୁ ଖୁବ୍ ଶୀଘ୍ର ଶକୁନ୍ ବତ୍ରାଙ୍କ ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ୍ ଏବଂ ସିଦ୍ଧାର୍ଥ ଚତୁର୍ବେଦୀଙ୍କ ସହ ସ୍କ୍ରିନ୍ ସେୟାର କରୁଥିବାର ଦେଖିବାକୁ ମିଳିବ । ଏହା ବ୍ୟତୀତ ଅନନ୍ୟାଙ୍କୁ ଫିଲ୍ମ 'ଫାଇଟର୍' ରେ ସାଉଥ୍ ତାରକା ବିଜୟ ଦେବରର୍କୋଣ୍ଡାଙ୍କ ସହ ଦେଖିବାକୁ ମିଳିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.