ETV Bharat / sitara

ସଫେଇ କର୍ମୀଙ୍କ ପ୍ରଶଂସାରେ ବିଗ ବି

author img

By

Published : May 19, 2020, 3:04 PM IST

ସବୁବେଳେ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରୁଛନ୍ତି ଅମିତାଭ । ଏଥର ସେ ନିଜର ଏକ ପୋଷ୍ଟରେ ସଫେଇ କର୍ମୀଙ୍କ ଖୁବ୍ ପ୍ରଂଶାସ କରିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଲକଡାଉନ ପାଇଁ ପରିବାର ସହ ସମୟ ବିତାଉଛନ୍ତି ମହାନାୟକ ଅମିତାଭ ବଚ୍ଚନ। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିବା ସହ ସେ ଫ୍ୟାନ୍ସଙ୍କ ପାଇଁ ଅନେକ ଜିନିଷ ସେୟାର କରୁଛନ୍ତି। ହେଲେ ଏଥର ସେ ସଫେଇ କର୍ମଚାରୀଙ୍କ ପ୍ରଶଂସା କରି ଭାବୁକ ନଜର ଆସୁଛନ୍ତି।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅମିତାଭ ବଚ୍ଚନ

ରବିବାର ସେ ଟ୍ବିଟରରେ କିଛି ସଫେଇ କର୍ମୀଙ୍କ ଫଟୋ ସେୟାର କରିଥିଲେ। ଯେଉଁଥିରେ ତାଙ୍କ ଘର ଜଲସା ବାହାରେ ଝାଡୁ ଲଗାଉଥିବାର ନଜର ଆସୁଥିଲେ କର୍ମୀ। ଏହାର କ୍ୟାପସନରେ ବିଗ ବି ଲେଖିଛନ୍ତି, ‘କିଏ କହୁଛନ୍ତି ରବିବାର ୱିଲ ୱିଶର ମିଟିଂ ବନ୍ଦ ହୋଇଯାଇଛି, ଜଲସା ଗେଟରେ ଏହା ଦେଖନ୍ତୁ।’

ପ୍ରକାଶ ଥାଉକି ନିକଟରେ ସେ ନିଜର ଏକ ଦୁର୍ଘଟଣା ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଥିଲେ। ସୋସିଆଲ ମିଡିଆର ଏକ ପୋଷ୍ଟରେ କହିଥିଲେ ଯେ ଦୀପାବଳିରେ ତାଙ୍କ ହାତରେ ଆଘାତ ଲାଗିଥିଲା। ଯାହା ଠିକ୍ ହେବାକୁ ପାଖାାପଖି 2 ମାସ ସମୟ ନେଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.