ETV Bharat / sitara

ବାପାଙ୍କ କବିତା ପଢି କୋରୋନା ମୁକାବିଲା କରୁଛନ୍ତି ବିଗ ବି

author img

By

Published : Jul 27, 2020, 4:04 PM IST

ପୁଣି ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅମିତାଭ । ଏଥର ସେ କିପରି ହସ୍ପିଟାଲରେ ଦିନ କାଟୁଛନ୍ତି ଜଣାଇଲେ ସମସ୍ତଙ୍କୁ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କୋରନା ସଂକ୍ରମିତ ହେବା ପରେ ମହାନାୟକ ଅମିତାଭ ବଚ୍ଚନଙ୍କୁ ନାନବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ବର୍ତ୍ତମାନ ତାଙ୍କ ଚିକିତ୍ସା ଚାଲିଛି । ସେ ହସ୍ପିଟାଲରେ ଭର୍ତ୍ତି ହେବା ଦିନଠୁ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ନିଜ ହେଲ୍ଥ ଅପଡେଟ ଦେବା ସହ ଅନେକ ଜିନିଷ ସେୟାର କରୁଥିବାର ନଜର ଆସୁଛନ୍ତି। ସେହିପରି ସେ ରବିବାର ଆଉ ଏକ ପୋଷ୍ଟ କରି ସମସ୍ତଙ୍କୁ ଜଣାଇଥିଲେ ଯେ ପିତା ତଥା ଫେମସ କବି ହରିବଂଶ ରାୟ ବଚ୍ଚନକୁ ସେ ଖୁବ୍ ମିସ୍ କରୁଛନ୍ତି।

ସେ ଟ୍ବିଟରେ ଏକ ଭିଡିଓ ସେୟାର କରି ଲେଖିଥିଲେ, ‘ବାବୁଜିଙ୍କ କବିତାର କିଛି ମୂହୁର୍ତ୍ତ । ସେ ଏହିପରି ଗାଉଥିଲେ କବି ସମ୍ମିଳନୀରେ । ହସ୍ପିଟାଲର ଏକୁଟିଆରେ ତାଙ୍କ କଥା ବହୁତ ମନେ ପଡୁଛି । ଆଉ ତାଙ୍କ ଶାନଦାର ଶବ୍ଦରେ ମୁଁ ମୋ ଏକୁଟିଆ ରାତିକୁ ପୂରଣ କରୁଛି।’

  • T 3606 - बाबूजी की कविता के कुछ पल । वो इसी तरह गाया करते थे कवि सम्मेलनों में । अस्पताल के अकेले पन में उनकी बहुत याद आती है, और उन्हीं के शब्दों से अपनी सूनी रातों को आबाद करता हूँ । pic.twitter.com/KmSJoliQmz

    — Amitabh Bachchan (@SrBachchan) July 26, 2020 " class="align-text-top noRightClick twitterSection" data=" ">

ଯଦି ଭିଡିଓ କଥା ହେବା ତେବେ ଅମିତାଭ ପିତାଙ୍କ କବିତା ପଢୁଥିବାର ଦେଖାଯାଉଛନ୍ତି । ଏହାବ୍ୟତୀତ ସେ ନିଜର ଏକ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ଯାହାର କ୍ୟାପସନରେ ସେ ଲେଖିଛନ୍ତି, ‘ଜୀବନରେ ଚ୍ୟାଲେଞ୍ଜ ନିଶ୍ଚିନ୍ତ ଥାଏ। ହେଲେ ହାରି ଯିବା ବିକଳ୍ପ ନୁହେଁ ।’

ଇଟିଭି ଭାରତ ବ୍ୟୁରୋ, ରିପୋର୍ଟ

  • T 3607 -" Being challenged in life is inevitable, being defeated is optional."~ ef

    जीवन में चुनौतियाँ तो निश्चित हैं ; लेकिन हार जाना वैकल्पित , रुचिपूर्ण , संदिग्ध - जिसके संबंध में किसी प्रकार का अनिश्चय हो। pic.twitter.com/BKgo6NY9LK

    — Amitabh Bachchan (@SrBachchan) July 27, 2020 " class="align-text-top noRightClick twitterSection" data=" ">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.