ETV Bharat / sitara

ହିନ୍ଦୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ଆମେରିକୀୟ ଗାୟିକା ମେରି ମିଲବନ୍

author img

By

Published : Apr 13, 2021, 10:06 PM IST

ଉଗାଦି, ଗୁଡି ପଡୱା ଏବଂ ବୈଶାଖୀ ପର୍ବ ଭାରତର ବିଭିନ୍ନ ରାଜ୍ୟରେ ପାଳନ କରାଯାଉଛି। ଏହି ଶୁଭ ଅବସରରେ ଆମେରିକୀୟ ଗାୟିକା ମେରି ମିଲବନ୍ ଭାରତ ତଥା ସମଗ୍ର ବିଶ୍ବରେ ଉପସ୍ଥିତ ଭାରତୀୟ ସମ୍ପ୍ରଦାୟକୁ ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

american-singer-mary-millben-greets-indians-on-traditional-new-year
ହିନ୍ଦୁ ନବବର୍ଷର ଶୁଭେଚ୍ଛା ଜଣାଇଲେ ଆମେରିକୀୟ ଗାୟିକା ମେରି ମିଲବନ୍

ୱାଶିଂଟନ: ଲୋକପ୍ରିୟ ଆମେରିକୀୟ ଗାୟିକା ତଥା ଅଭିନେତ୍ରୀ ମେରି ମିଲବନ୍ ସଂସ୍କୃତ ଶ୍ଲୋକ ପଢି ଭାରତ ଏବଂ ଆମେରିକା ସମେତ ସମଗ୍ର ବିଶ୍ବରେ ଉପସ୍ଥିତ ଭାରତୀୟଙ୍କୁ ହିନ୍ଦୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି ।

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ମଙ୍ଗଳବାର ହେଉଛି ନୂଆ ବର୍ଷର ପ୍ରଥମ ଦିନ। ଉଗାଦି, ଗୁଡି ପଡୱା ଏବଂ ବୈଶାଖୀ ପର୍ବ ଭାରତର ବିଭିନ୍ନ ରାଜ୍ୟରେ ପାଳନ କରାଯାଉଛି ।

  • " class="align-text-top noRightClick twitterSection" data="">

ମିଲବନ୍ ଏକ ଭିଡିଓରେ, ଭାରତ ତଥା ସମଗ୍ର ବିଶ୍ବରେ ଉପସ୍ଥିତ ଭାରତୀୟ ସମ୍ପ୍ରଦାୟକୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ।

ମିଲବନ୍ କହିଛନ୍ତି, ମୁଁ ଭାରତରେ ପାରମ୍ପାରିକ ପର୍ବ ଏବଂ ଧାର୍ମିକ ରୀତିନୀତି ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲି । ମୋର ଅଧ୍ୟୟନ ଏବଂ ହିନ୍ଦୀ ଶିଖିବା ଦ୍ବାରା ଭାରତୀୟ ସଂସ୍କୃତି ଏବଂ ଭାରତ ସହିତ ମୋର ସମ୍ପର୍କ ବୃଦ୍ଧି ପାଇଛି ।

ଗତ ବର୍ଷ ମିଲବନ୍ ଏକ ଭିଡିଓ ପୋଷ୍ଟ କରି 'ଓମ୍ ଜୟ ଜଗଦୀଶ ହରେ' ଗୀତ ଗାଇ ଦୀପାବଳିର ଅଭିନନ୍ଦନ ଜଣାଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.