ETV Bharat / sitara

ପାକିସ୍ତାନରେ ବଲିଉଡ ଫିଲ୍ମ ବ୍ୟାନ

author img

By

Published : Aug 8, 2019, 6:55 PM IST

ଆର୍ଟିକିଲ-370ର ପୁର୍ନଗଠନ ପରେ ବିଚଳିତ ପାକିସ୍ତାନ । ରାଗରେ ନିଜର କ୍ଷତି କରିବାରେ ବ୍ୟସ୍ତ ଥିବା ବେଳେ ବର୍ତ୍ତମାନ ଭାରତୀୟ ସିନେମାକୁ ମଧ୍ୟ ବ୍ୟାନ କରିଛି ପାକ୍ ସରକାର ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ହାଇଦ୍ରାବାଦ: ଆର୍ଟିକିଲ-370ର ପୁର୍ନଗଠନ ପରେ ପାକିସ୍ତାନ ବର୍ତ୍ତମାନ ନିଜ ଗୋଡରେ ନିଜେ କୁଢାରି ମାରିବାରେ ବ୍ୟସ୍ତ । ପ୍ରଥମେ ଅର୍ଥନୈତିକ ସମ୍ପର୍କ ଛିନ୍ନ ପରେ ସମଝୌତା ଏକ୍ସପ୍ରେସକୁ ବନ୍ଦ କରିବା ଓ ବର୍ତ୍ତମାନ ଭାରତୀୟ ଫିଲ୍ମ ଉପରେ ରୋକ । ନିଜ ହାତରେ ନିଜର କ୍ଷତି କରିବାରେ ଲାଗିଛି ପଡୋଶୀ ଶତ୍ରୁ ରାଷ୍ଟ୍ର ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଖାସ ସହାୟକ ଡ଼ ଫିର୍ଦ୍ଦୋଶ ଆଶିକ ଆୱାନ ପ୍ରସାରଣ ଓ ସୂଚନା ଉପରେ ମନ୍ତବ୍ୟ ରଖିଥିଲେ । ସେ କହିଥିଲେ, ‘କୌଣସି ଭାରତୀୟ ସିନେମାକୁ ପାକିସ୍ତାନ ସିନେମା ହଲରେ ପ୍ରସାରଣ କରାଯିବ ନାହିଁ ।’

ସେ ଏହା ମଧ୍ୟ କହିଥିଲେ ଭାରତର ସମସ୍ତ କଳାକୁ ପାକିସ୍ତାନରେ ବ୍ୟାନ କରାଯିବ । ଲୋକସଭାରୁ ବାହାରି ସ୍ଥାନୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଡ଼ ଆୱାନ । ତେବେ ଆଗକୁ କୌଣସି ସୂଚନା ମିଳିପାରିନାହିଁ ।

Intro:Body:

asdsd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.