ETV Bharat / sitara

ପ୍ରଯୋଜିକା ସାଜିବେ ଆଲିୟା

ଅଭିନୟ ପରେ ପ୍ରଡକ୍ସନ ଦୁନିଆରେ ପାଦ ଥାପିବେ କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ । ପ୍ରଡକ୍ସନ ହାଉସ ନାମ 'Eternal Sunshine Productions' ରଖିଛନ୍ତି ଆଲିୟା ।

author img

By

Published : Mar 6, 2019, 3:55 AM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ହାଇଦ୍ରାବାଦ: କ୍ୟୁଟ ଆକ୍ଟ୍ରେସ ଆଲିୟା ଭଟ୍ଟ ଏହି ସମୟରେ ଅଭିନେତା ରଣଭୀର କପୁରଙ୍କ ସହ ଫିଲ୍ମ 'ବ୍ରହ୍ମାସ୍ତ୍ର' ସୁଟିଂରେ ଖୁବ୍ ବ୍ୟସ୍ତ ଅଛନ୍ତି । 'ରାଜି' ଏବଂ 'ଗଲି ବୟ'ରେ ଶାନଦାର ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିବା ଆଲିୟା ଏକ ନୂଆ କାମ କରିବାକୁ ଯାଉଛନ୍ତି । ଆଜ୍ଞା ହଁ, ସେ ଖୁବ୍ ଶୀଘ୍ର ଏକ ପ୍ରଡକ୍ସନ ହାଉସ ଖୋଲିବାର ଯୋଜନା କରିଛନ୍ତି । ଯାହାର ନାମ ମଧ୍ୟ ସେ ସ୍ଥିର କରିସାରିଲେଣି ।

ନିଜ ଅଭିନୟ ଜରିଆରେ ବଲିଉଡରେ ସ୍ବତନ୍ତ୍ର ସ୍ଥାନ ସ୍ଥାପନ କରିଥିବା ଆଲିୟା କେବଳ ନିଜ ସଫଳତାକୁ ଅଭିନୟ ମଧ୍ୟରେ ସୀମିତ ରଖିବାକୁ ଚାହୁଁନାହାଁନ୍ତି । ତେଣୁ ସେ ପ୍ରଯୋଜନା କ୍ଷେତ୍ରରେ ମଧ୍ୟ ପଦାର୍ପଣ କରିବାର ନିଷ୍ପତ୍ତି ନେଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ ସେ କହିଥିଲେ 'Eternal Sunshine Productions' ନାମରେ ଏକ ପ୍ରଡକ୍ସ ହାଉସ ଖୋଲିବାକୁ ଭାବିଛନ୍ତି ।

ଏକ ଶାନଦାର ପ୍ରଡକ୍ସ ହାଉସର ପ୍ଲାନ କରୁଛନ୍ତି । ବର୍ତ୍ତମାନ ଏହା ଉପରେ ଏକ ଟିମ କାମ ଆରମ୍ଭ କରିଦେଇଛନ୍ତି । କିନ୍ତୁ କେଉଁ ଫିଲ୍ମକୁ ପ୍ରଯୋଜନା କରିବାର ପ୍ଲାନିଂ ଅଛି, ତାହା ସମୟ ଆସିଲେ ଖୁଲାସା ହେବ ବୋଲି କହିଛନ୍ତି ଆଲିୟା ।

ସେ ଆହୁରି କହିଥିଲେ କି ପ୍ରଡକ୍ସନ ହାଉସରେ ଏପରି ଫିଲ୍ମ ତିଆରି କରିବାକୁ ଚାହିଁବେ, ଯାହାକୁ ସେ ନିଜେ ଦେଖିବାକୁ ପସନ୍ଦ କରୁଥିବେ ।

ପ୍ରକାସ ଥାଉକି 'ଗଲି ବୟ'ର ସଫଳତା ପରେ ଆଲିୟା 'ବ୍ରହ୍ମାସ୍ତ୍ର' ମଧ୍ୟ ଚର୍ଚ୍ଚାରେ ଅଛି । ଗତ ସୋମବାର ଅର୍ଥାତ୍ ମହାଶିବରାତ୍ରୀ ଅବସରରେ ଫିଲ୍ମ ମେକର୍ସ ଦର୍ଶକଙ୍କ ପାଇଁ ଖାସ୍ ଅନ୍ଦାଜରେ ପ୍ରୟାଗରାଜରେ ଲଞ୍ଚିଂ ଇଭେଣ୍ଟ ରଖାଯାଇଥିଲା । ଯେଉଁଥିରେ ଆଲିୟାଙ୍କ ସହ ରଣବୀର, ଅୟାନ ମୁଖାର୍ଜୀ ମଧ୍ୟ ସାମିଲ ହୋଇଥିବାର ନଜର ଆସିଥିଲେ ।

undefined

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.