ETV Bharat / sitara

ନୂଆ ହେୟାର ଷ୍ଟାଇଲ ସହ ୱାର୍କଆଉଟର ଖୁଲାସା କଲେ ଆଲିୟା

ଭାଇରାଲ ହେଲା କ୍ୟୁଟ ଆଲିୟଙ୍କ ନୂଆ ଫଟୋ। ଲକଡାଉନରେ ତାଙ୍କ ହେୟାର ଷ୍ଟାଇଲର ସାଜିଲେ ରଣବୀର କପୁର । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଲିୟା ଭଟ୍ଟ
author img

By

Published : May 17, 2020, 7:54 PM IST

ମୁମ୍ବାଇ: ଲକଡାଉନରେ ଅନେକ ସେଲିବ୍ରିଟି ନିଜର ଅଧିକାଂଶ ସମୟ ସୋସିଆଲ ମିଡିଆରେ କାଟୁଛନ୍ତି । ଏହି ଷ୍ଟାର୍ସ ନିଜ ଫ୍ୟାନ୍ସଙ୍କ ପାଇଁ ନୂଆ ଭିଡିଓ ଠୁ ନେଇ ପୁରୁଣା ଭିଡିଓ, ଫଟୋ ସେୟାର କରି କନେକ୍ଟ ରହୁଛନ୍ତି। ଖାଲି ଏତିକି ନୁହେଁ ଲକଡାଉନରେ କଣ କଣ ଘରେ କରୁଛନ୍ତି ତାହା ମଧ୍ୟ ଫ୍ୟାନ୍ସଙ୍କ ଜଣାଇବାରେ ଲାଗିଛନ୍ତି ସେଲିବ୍ରିଟି। ଇତିମଧ୍ୟରେ ଆଲିୟା ଭଟ୍ଟ ନୂଆ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ।

ସେ ଇନଷ୍ଟାଗ୍ରାମରେ ଏକ ମିରର ସେଲ୍ଫି ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ନୂଆ ହେୟାର ଷ୍ଟାଇଲ ଦେଖିବାକୁ ମିଳୁଥିବା ବେଳେ ସେ ଜିମ ରୁମରେ ବସିଥିବାର ନଜର ଆସୁଛନ୍ତି। ଆଉ ଏହାର କ୍ୟାପସନରେ ଲେଖିଛନ୍ତି, ‘60 ଦିନ ପରେ, ଷ୍ଟ୍ରଙ୍ଗ, ଫିଟ୍ ଓ ବପର୍ସିରେ ଶାନଦାନ ହୋଇଯାଇଛି । ରଶି ଡେଇଁବାରେ ମଧ୍ୟ ଭଲ ହୋଇଯାଇଛି । ପୁଶ ଅଫ୍ସ ଆହୁରି ଭଲ କରୁଛି । ରନିଂ ପାଇଁ ପାଗଳ, ଖାଦ୍ୟ ପାଇଁ ଅଧିକ ପାଗଳାମୀ। ଆଉ ଏବେ ଆଗାମୀ ଚ୍ୟାଲେଞ୍ଚର ଅପେକ୍ଷାରେ।’

ଏହାସହ ସେ ଏହି ଫଟୋରେ ନିଜ ନୂଆ ହେୟାର ଷ୍ଟାଇଲ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି । ଆଉ ତାଙ୍କ କ୍ୟାପସନରୁ ଜଣାପଡୁଛି ଯେ ତାଙ୍କ ହେୟାର ଷ୍ଟାଇଲର ତାଙ୍କ କଥିତ ବୟଫ୍ରେଣ୍ଡ ତଥା ଅଭିନେତା ରଣବୀର କପୁର।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.