ETV Bharat / sitara

ପାକିସ୍ତାନୀ ଅଭିନେତ୍ରୀଙ୍କୁ କପି କଲେ ଆଲିୟା - seria

'କଲଙ୍କ' ଫିଲ୍ମ ପାଇଁ ଆଲିୟା ଭଟ୍ଟ ପାକିସ୍ତାନୀ ପପୁଲାର ଅଭିନେତ୍ରୀ ସନମ ସଇଦଙ୍କ ଶୋ 'ଜିନ୍ଦଗୀ ଗୁଲଜାର ହେ' ଦେଖିଥିଲେ । 'କଲଙ୍କ' ଫିଲ୍ମରେ ଆଲିୟାଙ୍କ ଲୁକ ମଧ୍ୟ ସନମଙ୍କ ଲୁକରୁ ଆଧାରିତ ହୋଇଛି ।

ଡିଜାଇନ ଫଟୋ
author img

By

Published : Apr 10, 2019, 11:50 PM IST

ମୁମ୍ବାଇ: ମଲ୍ଟି ଷ୍ଟାରର ଫିଲ୍ମ 'କଲଙ୍କ'କୁ ଦେଖିବା ପାଇଁ ଫ୍ୟାନ୍ସ ଖୁବ୍ ଉତ୍ସାହିତ ଅଛନ୍ତି । ଫିଲ୍ମଟି ଏପ୍ରିଲ 17ରେ ରିଲିଜ ହେବାକୁ ଯାଉଛି । ସବୁଠାରୁ ଅଧିକା ଫିଲ୍ମରେ ଆଲିୟା ଭଟ୍ଟଙ୍କ ଲୁକ୍ସକୁ ଖୁବ୍ ପ୍ରଂଶସା ମିଳିବାରେ ଲାଗିଛି । ଫିଲ୍ମ ଟ୍ରେଲର, ଟିଜର, ଗୀତରେ ଆଲିୟାଙ୍କ ଲୁକ ଶାନଦାର ନଜର ଆସିଥିଲା । ତାଙ୍କ ଚାଲିଚଳଣ ଠାରୁ ନେଇ ପୋଷାକ ପର୍ଯ୍ୟନ୍ତ ଏବଂ ଡାଇଲଗ କହିବାର ଅନ୍ଦାଜ ଦର୍ଶକଙ୍କୁ ଇମ୍ପ୍ରେସ କରିବାରେ ସଫଳ ହୋଇଛି । ଫିଲ୍ମ ରିଲିଜ ହେବାକୁ ଆଉ ସପ୍ତାହେ ବାକି ଅଛି । କିନ୍ତୁ ଇତିମଧ୍ୟରେ ଆଲିୟା ନିଜ ଲୁକକୁ ନେଇ ବଡ ଖୁଲାସା କରିଛନ୍ତି ।

ଏକ ସାକ୍ଷାତକାରରେ ଆଲିୟା କହିଥିଲେ କି ସେ ନିଜ ବଡି ଲ୍ୟାଂଗ୍ବେଜ ଏବଂ ଭାଷା ସୁଧାରିବା ପାଇଁ ଅନେକ ପୁରୁଣା ଫିଲ୍ମ ଦେଖିଥିଲେ । କାରଣ ଫିଲ୍ମରେ ତାଙ୍କୁ ଉର୍ଦ୍ଦୁ କହିବାର ଥିଲା । ଫିଲ୍ମରେ ତାଙ୍କ ଚରିତ୍ରଟି ଏପରି ହିଁ ଲେଖାଯାଇଛି । ଯେଉଁ ଚରିତ୍ରଟି ଆପଣଙ୍କୁ ସବୁବେଳେ ଖୁସି ନଜର ଆସିବ ନାହିଁ । ସେ ପୂର୍ବରୁ ବୁଝିପାରୁନଥିଲେ ଫିଲ୍ମର ପ୍ରସ୍ତୁତି କିପରି କରିବେ । ସେହି ସମୟରେ ଫିଲ୍ମ ନିର୍ଦ୍ଦେଶକ କହିଥିଲେ କି କିଛି ପୁରୁଣା ଫିଲ୍ମ ଦେଖିବାକୁ । ସେହି ଫିଲ୍ମ ମଧ୍ୟରେ 'ଉମରାଓ ଜାନ', 'ମୁଗଲ-ଏ-ଆଜମ', 'ମଧୁମତି' ଏବଂ ଅନ୍ୟ ପିରିୟଡ ଫିଲ୍ମ ସାମିଲ ଥିଲା ।

ଫିଲ୍ମ ବ୍ୟତୀତ ତାଙ୍କୁ ନିର୍ଦ୍ଦେଶକ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଶୋ 'ଜିନ୍ଦଗୀ ଗୁଲଜାର ହେ' ଦେଖିବାକୁ ମଧ୍ୟ କହିଥିଲେ । ଏହି ଶୋରେ ଅଭିନେତ୍ରୀ ସନମ ସଇଦଙ୍କୁ ଦେଖିବାକୁ ଅଭିନୟ ଦେଖିବା ମୁଖ୍ୟ କାରଣ ଥିଲା ବୋଲି କହିଛନ୍ତି ଆଲିୟା ।

ଜଣାଇ ଦେଉଛୁ ଯେ 'କଲଙ୍କ'ରେ ଆଲିୟାଙ୍କ ଲୁକ ଏବଂ 'ଜିନ୍ଦଗୀ ଗୁଲଜାର ହେ'ର ମୁଖ୍ୟ ଅଭିନେତ୍ରୀ ସନମ ସଇଦଙ୍କ ଲୁକ ସହ ପୁରାପୁରି ଖାପ ଖାଉଛି । ଅନ୍ୟପଟେ 'ଜିନ୍ଦଗୀ ଗୁଲଜାର ହେ' ଜରିଆରେ ସନମଙ୍କୁ ଖୁବ୍ ପ୍ରଶଂସା ମିଳିଥିଲା ।

||ବରଗଡ ||

  ବରଗଡକୁ ଆଜି ନିର୍ବାଚନୀ ପ୍ରଚାର ପାଇଁ କଂଗ୍ରେସ ଅଧକ୍ଷ ରାହୁଲଗାନ୍ଧୀଙ୍କ ଗସ୍ତ ରହିଥିଲା | କଂଗ୍ରେସ ର ପରିବର୍ତନ ସଂକଳ୍ପ ସମାବେଶରେ ରାହୁଲ ଗାନ୍ଧୀ ତାଙ୍କର ଅଭିଭାଷଣ ରଖିଥିଲେ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଓ କେନ୍ଦ୍ରରେ ବିଜେପି ସରକାର ବିରୋଧରେ ବର୍ଷିଥିଲେ | ଓଡିଶାରେ ନବୀନ ସରକାର ଚାଷୀ ମାନଙ୍କ ପାଇଁ କୌଣସି ସୁବିଧା କରୁନଥିବା ବେଳେ କେବଳ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ଏବଂ ଏଠାରେ ଚାଷୀ ଆତ୍ମହତ୍ୟା କରିଚାଲିଛନ୍ତି | ସେହିପରି ମୋଦୀ ସରକାର ମଧ୍ୟ ଚାଷୀ ମାନଙ୍କ ପାଇଁ କେବଳ ବଡ ବଡ ଭାଷଣ ଦେଇଚାଲିଛନ୍ତି ହେଲେ କେବେ ମଧ୍ୟ ଚାଷୀଙ୍କ ରୂଣ ଛାଡ ଉପରେ ଚିନ୍ତା କରିନାହାନ୍ତି | ବଡବଡ ଉଦ୍ୟୋଗପତି ମାନଙ୍କ ହଜାର ହଜାର କୋଟି ଟଙ୍କାର ରୂଣ ମାଫ କରିଦେଉଛନ୍ତି ଅଥଚ ଗରିବ ଚାଷୀ ମାନଙ୍କ ରୂଣ ଛାଡ କଥା ପଡିଲେ ସିଧା ସିଧା ମନା କରିଦେଉଛନ୍ତି  କିନ୍ତୁ ଛତିଶଗଡ ରେ କଂଗ୍ରେସ ସରକାର ଗଠନ ହେଲା ପରେ ସଙ୍ଗେ ସଙ୍ଗେ କଂଗ୍ରେସ ଦେଇଥିବା ସମସ୍ତ ପ୍ରତିଶ୍ରୁତି ଗୁଡିକୁ ପୁରାକରିଛି | ଛତିଶଗଡରେ ଜନସାଧାରଣ ବିଜେପି କୁ ହଟେଇ ସାରିଲେଣି ଏବେ ଓଡିଶାର ଚାଷୀଙ୍କ ଭବିଷ୍ୟତ ତାଙ୍କ ନିଜ ହାତରେ ରହିଛି ବୋଲି କହିଥିଲେ ରାହୁଲ ଗାନ୍ଧୀ | କଂଗ୍ରେସ ଯାହା କହେ ତାହା ପୂରଣ କରି ଦେଖାଏ ବୋଲି କହିଥିଲେ | ରାହୁଲ ଗାନ୍ଧୀଙ୍କ ଏହି ପରିବର୍ତନ ସଂକଳ୍ପ ସମାବେଶରେ ଜିଲ୍ଲା କଂଗ୍ରେସ ଦଳ ପକ୍ଷରୁ 50 ହଜାର ରୁ ଅଧିକ ଲୋକଙ୍କ ସମାଗମ ହେବ ବୋଲି କୁହାଯାଉଥିବା ବେଳେ 20 ହଜାର ଲୋକଙ୍କ ଭିଡ ଜମିଥିବା ଆନୁମାନିକ ଆକଳନ କରାଯାଇଛି | ରାହୁଲ ଗାନ୍ଧୀଙ୍କ ସମାବେଶକୁ ପହଞ୍ଚିବା ସମୟ 1 ଟା ରେ ରଖାଯାଇଥିବା ବେଳେ ବହୁ ବିଳମ୍ବରେ ପହଞ୍ଚିଥିଲେ ରାହୁଲ ଫଳରେ ବହୁ ସମୟ ଧରି ପ୍ରବଳ ଖରାରେ ଛିଡା ହୋଇ ଲୋକେ ଗରମରେ ଡହଳ ବିକଳ ହୋଇପଡିଥିଲେ | ସମାବେଶରେ ପଛପଟେ ପଡିରହିଥିବା ଅଧିକାଂସ ଚୌକି ଗୁଡିକ ଖାଲି ରହିଥିଲା |  ତେବେ ଏହି ସମାବେଶରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା, ଜଗନ୍ନାଥ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ପୂର୍ବତନ ବରଗଡ଼ ବିଧାୟକ ସାଧୁ ନେପାକ, ପୂର୍ବତନ ଅତାବିରା ବିଧାୟକ ନିହାର ମହାନନ୍ଦ, ହମ୍ମିଦ ହୁସେନ, ପ୍ରଫୁଲ୍ଲ ମାଝି, ସୁରେନ୍ଦ୍ର ସିଂ ଭୋଇ, ଶରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
           2015 ମସିହା ସେପ୍ଟେମ୍ବର ମାସରେ ବରଗଡ ଜିଲ୍ଲାକୁ ରାହୁଲ ଗାନ୍ଧୀ ଆସି ଚାଷୀବଞ୍ଚାଓ ଅଭିଯାନରେ ପଦଯାତ୍ରା କରି ଆତ୍ମହତ୍ୟା କରିଥିବା ଚାଷୀ ପରିବାରକୁ ଭେଟିଥିଲେ ଓ ନାନା ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଆଜିଯାଏ ସେହିପରିବାର ପ୍ରତି କୌଣସି ସୁବିଧା କରାନଯିବାରୁ ଦେବାହାଲରେ ଆତ୍ମହତ୍ୟା କରିଥିବା ଚାଷୀ ସାନନ୍ଦ କଠାରଙ୍କ ପୁଅ ରାହୁଲ ଗାନ୍ଧୀଙ୍କୁ ଭେଟିବା ପାଇଁ ଏହି ସମାବେଶକୁ ଆସିଥିଲେ ହେଲେ ପୋଲିସ ର କଡା ସୁରକ୍ଷା ଭିତରେ ଗରିବ ଚାଷୀପୁଅ ରାହୁଲ ଗାନ୍ଧୀଙ୍କୁ ଭେଟିବାକୁ ବିଫଳ ହୋଇଥିଲା ଏବଂ ତାର ହାତ ଲେଖା ଅଭିଯୋଗ ପତ୍ରଟିକୁ ନେଇ ଫେରିଯାଇଥିଲା ନିଜ ଘରକୁ |

ବାଇଟ ଓ ଭିଡିଓ FTP ରେ ଯାଇଛି |slug - ODbargarh_rahul_rajesh_150319
ବାଇଟ 1- ନିଲାଞ୍ଚଳ ପ୍ରଧାନ ( ଯୁବ ଚାଷୀ )
 ବାଇଟ 2- ସୁରେନ କଠାର ( ଆତ୍ମହତ୍ୟା କରିଥିବା ଚାଷୀଙ୍କ ପୁଅ )
ବାଇଟ 3- ମାସ୍ତାନ ଅଲଲି ( କଂଗ୍ରେସ )

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.