ETV Bharat / sitara

ଫିଲ୍ମରେ ସାମାଜିକ ଦୂରତା: ଗଙ୍ଗୁବାଇ କାଠିଆୱାଡିରୁ ହଟାଗଲା ଲଭ ସିନ୍!

କୋଭିଡ-19 ପାଇଁ ଅନେକ ଚଳଚ୍ଚିତ୍ର ନିର୍ମାତା, ଅଭିନେତାଙ୍କ ଦ୍ବାରା କୁହାଯାଇଛି ଯେ, ଚଳଚ୍ଚିତ୍ରରେ ଅନ୍ତରଙ୍ଗ ମୃହୁର୍ତ୍ତର ଦୃଶ୍ୟକୁ ଦେଖଇବେ ନାହିଁ । ଏଭଳି ପରିସ୍ଥିତିରେ ଆଲିଆ ଭଟ୍ଟଙ୍କ ଆଗାମୀ ଚଳଚ୍ଚିତ୍ର 'ଗଙ୍ଗୁବାଇ କାଠିଆୱାଡି'ରୁ ଏକ ଲଭ ସିନ ହଟାଯିବାର ଖବର ଆସିଛି । ଅଧିକ ପଢନ୍ତୁ...

alia bhatt in sanjay leela bhansalis gangubai kathiawadi
କୋଭିଡ 19 ପ୍ରଭାବ: ଆଲିଆଙ୍କ ଗଙ୍ଗୁବାଇ କାଠିଆୱାଡିରୁ ହଟାଗଲା ଲଭ ସିନ୍
author img

By

Published : Jul 19, 2020, 7:13 PM IST

ମୁମ୍ବାଇ: ସଞ୍ଜୟ ଲୀଲା ଭନସାଲୀଙ୍କ ଗଙ୍ଗୁବାଇ କାଠିଆୱାଡିରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ତାଙ୍କ ଅନସ୍କ୍ରିନ ଅଭିନେତାଙ୍କ ମଧ୍ୟରେ ଥିବା ଏକ ଲଭ ସିନ୍ ବର୍ତ୍ତମାନ ସ୍କ୍ରିପ୍ଟରୁ ହଟାଯିବାର ସମ୍ଭାବନା ରହିଛି । ଏହାର କାରଣ ହେଉଛି କୋଭିଡ-19 କାରଣରୁ ସାମାଜିକ ଦୂରତା ଶୁଟିଂ ସ୍ଥାନଗୁଡିକରେ ଲାଗୁହୋଇଥିବା ପ୍ରଯୁଜ୍ୟ ଗାଇଡଲାଇନ ।

ଖବର ଅନୁଯାୟୀ, ଫିଜିକାଲ ଇଣ୍ଟିମେସି ସମ୍ବନ୍ଧରେ ନୂତନ ନିୟମ ସ୍ଥିର ହେବା ପରେ ଭନସାଲୀ ଆଲିଆ ଏବଂ ଡ୍ୟାନ୍ସ ଅଭିନେତା ଶାନ୍ତନୁ ମହେଶ୍ୱରୀଙ୍କ ଦ୍ୱାରା ହୋଇଥିବା ଏକ ଲଭ ସ୍ବିକ୍ବେନସ୍ କୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ଏହି କଷ୍ଟଦାୟକ ସମୟରେ ଅନୁତାପ କରିବା ଅପେକ୍ଷା ନିରାପଦରେ ରହିବା ଭଲ । ଭନସାଲୀଙ୍କ ସୁଟରେ ଫିଜିକାଲ ଇଣ୍ଟିମେସିକୁ ନିଶ୍ଚିତ ଭାବରେ ଏଡାଇ ଦିଆଯିବ । ସେ ଅନ୍ୟ କିଛି ଉପାୟ ଦ୍ବାରା ରୋମାଣ୍ଟିକ କ୍ଲୋଜନେସକୁ ଦେଖାଇବେ ।

ପ୍ରକାଶ ଥାଉ କି, ଏହି ଚଳଚ୍ଚିତ୍ରରେ ଆଲିଆଙ୍କୁ ଏକ ମାଫିଆ କୁଇନଙ୍କ ଭୂମିକାରେ ଦେଖିବାକୁ ମିଳିବ । ଯାହାକୁ ମ୍ୟାଡାମ୍ ଅଫ୍ କମାଠିପୁରା ମଧ୍ୟ କୁହାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.