ETV Bharat / sitara

ଖିଲାଡିଙ୍କ ଆକ୍ସନଭରା ଲାଇଫ, ଦେଖନ୍ତୁ ଝଲକ

ଖୁବଶୀଘ୍ର 'ସୂର୍ଯ୍ୟବଂଶୀ'ରେ ଦେଖିବାକୁ ମିଳିବ ଅକ୍ଷୟଙ୍କ ଖତରନାକ ଷ୍ଟଣ୍ଟ । ଯାହାର ବିହାଇଣ୍ଡ ଦ ସିନ ଆକ୍ସନର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସେ ।

author img

By

Published : Jul 2, 2019, 7:39 PM IST

Updated : Jul 2, 2019, 7:51 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ବି-ଟାଉନର ଖିଲାଡି ଅକ୍ଷୟ କୁମାର ବର୍ତ୍ତମାନ ଆକ୍ସନ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଅପକମିଂ ଫିଲ୍ମ 'ସୂର୍ଯ୍ୟବଂଶୀ'ର ସୁଟିଂରେ ଜୋରସୋରରେ ଲାଗିଛନ୍ତି । ଫିଲ୍ମ ସେଟରୁ ସେ ପ୍ରାୟତଃ ଆକ୍ସନ ଭିଡିଓ ସେୟାର କରୁଥିବାର ଦେଖାଯାଉଛନ୍ତି ।

ଗତ କାଲି ମଧ୍ୟ ସେ 'ସୂର୍ଯ୍ୟବଂଶୀ'ର ବିହାଇଣ୍ଡ ଦ ସିନ ଆକ୍ସନ ଦୃଶ୍ୟର ଝଲକ ସେୟାର କରିଛନ୍ତି । ଏହାକୁ ପୋଷ୍ଟ କରି ସେ ଟ୍ବିଟରେ ଲେଖିଛନ୍ତି, "ଅଭିନୟ ମୋ ଭାଗ୍ୟ ହୋଇସାରିଲାଣି ଆଉ ଆକ୍ସନ ମୋ ଲାଇଫଲାଇନ । ସୂର୍ଯ୍ୟବଂଶୀର ଜବରଦସ୍ତ ଆକ୍ସନ ଆପଣଙ୍କୁ ଜଣାଇବ କି ଶରୀର ଭିତରୁ ଆକ୍ସନ ମୋତେ କାହିଁକି ରୋମାଞ୍ଚିତ କରୁଛି ।"

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ଏହି ପୋଷ୍ଟ ସହ ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଅକ୍ଷୟ କାର ଏବଂ ବାଇକର ପିଛା କରିବା ସହ ହେଲିକପ୍ଟରରେ ଝୁଲୁଥିବାର ଆକ୍ସନ ଷ୍ଟଣ୍ଟ କରୁଛନ୍ତି । ଅନ୍ୟପଟେ ରୋହିତ ତାଙ୍କୁ ନିର୍ଦ୍ଦେଶନା ଦେଇଥିବାର ମଧ୍ୟ ନଜର ଆସୁଛନ୍ତି ।

ପ୍ରକାଶ ଥାଉକି 'ସୂର୍ଯ୍ୟବଂଶୀ' ଫିଲ୍ମର ନିର୍ମାଣ କରୁଛନ୍ତି କରନ ଜୋହର। ଫିଲ୍ମଟି ଆସନ୍ତା ବର୍ଷ ମାର୍ଚ୍ଚ 27ରେ ରିଲିଜ କରିବାର ନିଷ୍ପତ୍ତି ନେଇଛନ୍ତି ମେକର୍ସ ।

Intro:Body:

blank

Conclusion:
Last Updated : Jul 2, 2019, 7:51 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.