ETV Bharat / sitara

ନୁସରତଙ୍କ ଫଟୋଗ୍ରାଫର ସାଜିଲେ ଅକ୍ଷୟ

author img

By

Published : Mar 31, 2021, 9:38 PM IST

ଅକ୍ଷୟ କୁମାର ଏବଂ ନୁସରତ ଫିଲ୍ମ 'ରାମ ସେତୁ'ର ସୁଟିଂ ଆରମ୍ଭ କରିଦେଇଛନ୍ତି। ଅକ୍ଷୟ ଫିଲ୍ମର ସେଟରେ ନୁସରତଙ୍କ ଫଟୋଗ୍ରାଫର ସାଜିଛନ୍ତି । ଅଧିକ ପଢନ୍ତୁ...

akshay-kumar-captures-classic-pic-of-nushrratt-bharuccha
ନୁସରତଙ୍କ ଫଟୋଗ୍ରାଫର ସାଜିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଫିଲ୍ମ 'ରାମ ସେତୁ'ର ସେଟରେ ଅଭିନେତ୍ରୀ ନୁସରତ ଭରୁଚାଙ୍କ ଫଟୋଗ୍ରାଫର ସାଜିଛନ୍ତି ।

ନୁସରତ ଇନଷ୍ଟାଗ୍ରାମରେ ଅକ୍ଷୟଙ୍କ ଦ୍ବାରା କ୍ଲିକ୍ ହୋଇଥିବା ଏକ ଫଟୋ ପୋଷ୍ଟ କରିଛନ୍ତି । ଫଟୋରେ ସେ ଲେନ୍ସକୁ ଦେଖି ହସୁଛନ୍ତି ।

ଫଟୋ ସହିତ ନୁସରତ ଲେଖିଛନ୍ତି, 'କ୍ଲାସିକ୍ .. ଅକ୍ଷୟ କୁମାରଙ୍କ ଦ୍ବାରା 'ରାମ ସେତୁ'ର ସେଟରେ ନିଆଯାଇଥିବା ଫଟୋ' ।

ପ୍ରକାଶ ଥାଉ କି, ଉଭୟ ତାରକା ବର୍ତ୍ତମାନ ଫିଲ୍ମ'ରାମ ସେତୁ' ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ପ୍ରଥମ ଥର ପାଇଁ ଅକ୍ଷୟଙ୍କ ସହିତ ପରଦାରେ ନୁସରତଙ୍କୁ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରରେ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ମଧ୍ୟ ଅଭିନୟ କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.