ETV Bharat / sitara

ପାକିସ୍ତାନରେ ନୀଳ ନୟନା ଭର୍ସନ 2, ଦେଖନ୍ତୁ ଭାଇରାଲ ଫଟୋ

author img

By

Published : Feb 27, 2021, 7:22 PM IST

ପାକିସ୍ତାନରେ ଐଶ୍ବର୍ଯ୍ୟା ରାୟଙ୍କ ଡୁପ୍ଲିକେଟ । ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିବା ନୀଳ ନୟନା ଐଶ୍ବର୍ଯ୍ୟାଙ୍କ ଫଟୋ ସହ ଆମନା ଇମରାନ ନାମକ ଜଣେ ପାକିସ୍ତାନୀ ମହିଳାଙ୍କ ଫଟୋ ଏକଦମ ସମାନ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତାଙ୍କ ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

Aishwarya Rai's Pakistani doppelganger takes social media by storm
ପାକିସ୍ତାନରେ ନୀଳ ନୟନା ଭର୍ସନ 2, ଦେଖନ୍ତୁ ଭାଇରାଲ ଫଟୋ

ନୂଆଦିଲ୍ଲୀ: ପାକିସ୍ତାନରେ ଐଶ୍ବର୍ଯ୍ୟା ରାୟଙ୍କ ଡୁପ୍ଲିକେଟ । ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିବା ନୀଳ ନୟନା ଐଶ୍ବର୍ଯ୍ୟାଙ୍କ ଫଟୋ ସହ ଆମନା ଇମରାନ ନାମକ ଜଣେ ପାକିସ୍ତାନୀ ମହିଳାଙ୍କ ଫଟୋ ଏକଦମ ସମାନ ଦେଖି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତାଙ୍କ ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି ।

ଆମନା ଇମରାନ ଆମେରିକାରେ ରୁହନ୍ତି ଏବଂ ସେ ଐଶ୍ବର୍ଯ୍ୟା ରାୟଙ୍କ ପରି ଦେଖାଯାଆନ୍ତି ।

ଏବେ ଐଶ୍ବର୍ଯ୍ୟା ଏବଂ ଆମନାଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଅନେକ ଫ୍ୟାନ୍ସ ସେମାନଙ୍କ ସମାନତା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଜଣେ ୟୁର୍ଜସ ଲେଖିଛନ୍ତି, 'ମୁଁ ପ୍ରଥମ ଥର ଭାବିଲି ଯେ ସେ ଐଶ୍ବର୍ଯ୍ୟା ରାୟ ବଚ୍ଚନ।

ଆଉ ଜଣେ ୟୁର୍ଜସ ଲେଖିଛନ୍ତି, 'ଏକ ସେକେଣ୍ଡ ପାଇଁ ମୁଁ ଭାବିଲି ସେ ଐଶ୍ବର୍ଯ୍ୟା ରାୟ ବଚ୍ଚନ'।

ଅନ୍ୟ କେତେକ ୟୁର୍ଜସ ଲେଖିଛନ୍ତି, 'ମୁଁ ଭାବୁଛି ଆମନା ଐଶ୍ବର୍ଯ୍ୟାଙ୍କ ପରି ଦେଖାଯିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀ କରିଛନ୍ତି ।

ଏଥିସହିତ ଆମନା ଏହି ପୋଷ୍ଟରେ ଲେଖିଛନ୍ତି, 'ମୁଁ ତୁମ ସମସ୍ତଙ୍କ ପ୍ରେମ ପାଇଁ ଧନ୍ୟବାଦ ଜଣାଉଛି ଏବଂ ମୁଁ କୌଣସି ସର୍ଜରୀ କରି ନାହିଁ। ତୁମ ସମସ୍ତଙ୍କୁ ବହୁତ ସାରା ଭଲପାଇବା' ।

ପ୍ରକାଶ ଥାଉ ଯେ, ଐଶ୍ବର୍ଯ୍ୟା ଖୁବ୍ ଶୀଘ୍ର ମଣିରତ୍ନମଙ୍କ ଆଗାମୀ ଫିଲ୍ମରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.