ETV Bharat / sitara

ଭାଇ ଆଦିତ୍ୟଙ୍କ ସହ ଥ୍ରୋବ୍ୟାକ ଫଟୋ ସେୟାର କଲେ ଐଶ୍ଵର୍ଯ୍ୟା ରାୟ ବଚ୍ଚନ

ଚାଲିଥିବା କରୋନାଭାଇରସ ମହାମାରୀ ସମସ୍ତଙ୍କ ଜୀବନକୁ ଅଟକାଇ ଦେଇଛି । ଏହି ସମୟରେ ବଲିଉଡର ସୁନ୍ଦରୀ ତଥା ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ତାଙ୍କ ଭାଇ ଆଦିତ୍ୟଙ୍କ ସହ ପିଲାଦିନର ଫଟୋ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : May 21, 2020, 1:04 AM IST

Aishwarya Rai Bachchan looks cute, throwback childhood picture with brother Aditya
ଭାଇ ଆଦିତ୍ୟଙ୍କ ସହ ଥ୍ରୋବ୍ୟାକ ଫଟୋ ସେୟାର କଲେ ଐଶ୍ଵର୍ଯ୍ୟା ରାୟ ବଚ୍ଚନ

ନୂଆଦିଲ୍ଲୀ: ସମଗ୍ର ଦେଶରେ କୋରୋନା ଯୋଗୁଁ ଲକଡାଉନ ଜାରି ରହିଛି । ଏହି ଲକଡାଉନ ସମୟରେ ସମସ୍ତ ବଲିଉଡ ସେଲିବ୍ରିଟି ପରିବାରଙ୍କ ସହ ଘରେ ରହି କିଛି ନା କିଛି କାମ କରି ତାଙ୍କର ସମୟ ବିତାଉଛନ୍ତି । ଏପରିକି ଏହି ସମୟରେ ବଲିଉଡ ସେଲିବ୍ରେଟିମାନେ ସେମାନଙ୍କ ଫ୍ୟାନ କ୍ଲବ ଏବଂ ସୋସିଆଲ ମିଡିଆରେ କିଛି ଥ୍ରୋବ୍ୟାକ ଫଟୋ ଏବଂ ଭିଡିଓ ସେୟାର କରି ଲୋକମାନଙ୍କ ମନୋରଞ୍ଜନ କରୁଛନ୍ତି ।

ବଲିଉଡର ସୁନ୍ଦରୀ ତଥା ଅଭିନେତ୍ରୀ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ତାଙ୍କ ଭାଇ ଆଦିତ୍ୟଙ୍କ ସହ ପିଲାଦିନର ଫଟୋ ସେୟାର କରିଛନ୍ତି । 2018 ମସିହାରେ, ଆଦିତ୍ୟ ତାଙ୍କ ଜନ୍ମଦିନରେ ଏହି ଫଟୋ ପୋଷ୍ଟ କରିଥିଲେ ।

ଏହି ଫଟୋଗୁଡ଼ିକରେ, ଭାଇ-ଭଉଣୀ ଯୋଡି କ୍ୟାମେରା ଆଗରେ ପୋଜ ଦେଉଥିବାର ଦେଖିବାକୁ ମିଳିଛି । ଉଭୟ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏହି ଫଟୋକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.