ETV Bharat / sitara

ଆଇପିଏସ ଅଧିକାରୀଙ୍କ ଉପରେ ଗରମ ହେଲେ ସ୍ବରା - tabrez alam

ସ୍ବରା ଭାସ୍କର ନିକଟରେ ହୋଇଥିବା ଲୋକସଭା ନିର୍ବାଚନ ଠାରୁ ହିଁ ଚର୍ଚ୍ଚାରେ ରହିଆସୁଛନ୍ତି । ଏଥର ମଧ୍ୟ ଏମିତି କିଛି କରି ଚର୍ଚ୍ଚାରେ ଆସିଛନ୍ତି ସେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସ୍ବରା ଭାସ୍କର
author img

By

Published : Jul 1, 2019, 4:58 PM IST

ମୁମ୍ବାଇ: ଏବର୍ଷ ଲୋକସଭା ନିର୍ବାଚନ ଠାରୁ ବି-ଟାଉନର କଣ୍ଟ୍ରୋଭର୍ସି ଅଭିନେତ୍ରୀ ସ୍ବରା ଭାସ୍କର ଚର୍ଚ୍ଚାରେ ରହିଆସୁଛନ୍ତି । ସେ ବଲିଉଡର ସେହି ଅଭିନେତ୍ରୀଙ୍କ ମଧ୍ୟରେ ଅନ୍ୟତମ ଯିଏ ନିଜ ବିବାଦୀୟ ବୟାନ ପାଇଁ ସବୁବେଳେ ଲୋକଙ୍କ ଟାର୍ଗେଟରେ ଆସିଥାଆନ୍ତି ।

ଏଥର ପୁଣି ସେ ନିଜର ଏକ ଟ୍ବିଟ ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କାରଣ ସେ ଜଣେ ଆଇଫିଏସ ଅଫିସରକୁ କ୍ରୋଧଭରା ଅନ୍ଦାଜରେ ଆଡୁସାଡୁ ଶୁଣାଇଛନ୍ତି ।

ନିକଟରେ ବିଦେଶ ଯାତ୍ରାରୁ ଫେରିଥିବା ସ୍ବରା ପୁଣିଥରେ ଟ୍ବିଟରରେ ଆକ୍ଟିଭ ନଜର ଆସୁଛନ୍ତି । ସେ ତବରେଜ ଆଲମଙ୍କ ହତ୍ୟା ମାମଲାରେ କ୍ରୋଧଭରା ପ୍ରତିକ୍ରିୟା ଦେଇଥିଲେ । ଖାଲିଏତିକି ନୁହେଁ ସେ ନିଜ ଟ୍ବିଟରେ ଲୋକଙ୍କୁ ପ୍ରଦର୍ଶନ ପାଇଁ ଆମନ୍ତ୍ରିତ ମଧ୍ୟ କରିଥିଲେ । କିନ୍ତୁ ଇତିମଧ୍ୟରେ ତାଙ୍କୁ ଲୋକଙ୍କ ନାରଜର ଶିକାର ମଧ୍ୟ ହେବାକୁ ପଡିଥିଲା । ତାଙ୍କ ବିରୋଧରେ ଟ୍ବିଟ କରିଥିବା କିଛି ଲୋକଙ୍କ ମଧ୍ୟରେ ଜଣେ ଆଇପିଏସ ଅଧିକାରୀ ମଧ୍ୟ ସାମିଲ ଥିଲେ ।

ଯାହାଙ୍କୁ ଜବାବ ସ୍ବରା କଡା ଅନ୍ଦାଜରେ ଦେଇଛନ୍ତି । ସେ ଆଇପିଏସ ଅଧିକାରିକ ଟ୍ବିଟରେ ରିପ୍ଲାଇ ମଧ୍ୟ କରିଛନ୍ତି । ପ୍ରଥମେ ଆଇପିଏସ ଅଧିକାରିକ ଜଣକ ଟ୍ବିଟ କରି ଲେଖିଥିଲେ, "ଡିୟର ସ୍ବରା ଭାସ୍କର, ଆପଣ ପୁଣି ସାବ୍ୟସ୍ତ କରିଦେଲେ କି ପ୍ରସଙ୍ଗ ଗୁଡିକୁ ନିଜ ହିସାବରେ ବାଛୁଛନ୍ତି ।" ଏହାର ଜବାବରେ ସ୍ବରା ଲେଖିଛନ୍ତି, "ସାର ମୁଁ ଜଣେ ଅଭିନେତ୍ରୀ, କୌଣସି ବିଷୟରେ ସେଲେକ୍ଟିଭ ହେବା କିମ୍ବା ନହେବାରେ କାହାର କିଛି କ୍ଷତି ହେବ ନାହିଁ । ଆପଣ ଜଣେ ଆଇପିଏସ ଅଧିକାରୀ । ଆପଣ ସେଲେକ୍ଟିଭ ହେବା ଦେଶକୁ କ୍ଷତି ପହଞ୍ଚାଇ ପାରେ ।"

ସେହିପରି ସେ ଆଉ ଏକ ଟ୍ବିଟରେ ଲେଖିଛନ୍ତି, ମତେ ଟ୍ରୋଲ କରିବା ପରିବର୍ତ୍ତେ ଆପଣ ଆପଣଙ୍କ କାମ କରନ୍ତୁ । କମ ସେ କମ ସେହି ସମ୍ବିଧାନ ପାଇଁ ଠିଆ ହୁଅନ୍ତୁ ଯାହାର ଆପଣ ଶପଥ ନେଇଛନ୍ତି ।"

Intro:Body:

wrwe

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.