ETV Bharat / sitara

ଜାଣନ୍ତୁ ସୁଶାନ୍ତଙ୍କ ପୂର୍ବରୁ କାହାକୁ ଡେଟ୍ କରୁଥିଲେ ରିଆ

author img

By

Published : Apr 13, 2021, 3:39 PM IST

ପୁଣିଥରେ ଚର୍ଚ୍ଚାରେ ରିଆ । ଏଥର ତାଙ୍କ ଅତୀତ ଉପରୁ ପରଦା ଉଠାଇଲେ ସୁଶାନ୍ତଙ୍କ ଜଣେ ବନ୍ଧୁ । କହିଲେ ଆଦିତ୍ୟଙ୍କୁ କରୁଥିଲେ ଡେଟ୍ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ସ୍ମିତା ପାରିକ ପୁଣି ଥରେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ବିଷୟରେ ଏପରି ଲେଖିଛନ୍ତି ଯାହା ତାଙ୍କର ରହସ୍ୟମୟ ଅତୀତକୁ ସୂଚାଉଛି। ସ୍ମିତା ଦାବି କରିଛନ୍ତି ଯେ ସୁଶାନ୍ତଙ୍କ ପୂର୍ବରୁ ରିଆ ଅଭିନେତା ଆଦିତ୍ୟ ରୟ କପୁରଙ୍କୁ ଡେଟ୍ କରୁଥିଲେ । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

  • Rhea dated aditya roy kapoor b4 meeting SSR, and how he was “setup” after he dumped her ? By the spirit which lives with her!! How disgusting and vindictive a woman could be ? U urself narrated this story to many tai. What a dangerous person roaming free? Rhea Planted In SSR Life

    — Smita GLK Parikh - SSR🦋💫🔱🔱 (@smitaparikh2) April 11, 2021 " class="align-text-top noRightClick twitterSection" data=" ">

ସେହିପରି ସେ ଗତ 11 ତାରିଖରେ ଏକ ଟ୍ବିଟରେ ଲେଖିଥିଲେ, ‘ରିଆ ସୁଶାନ୍ତଙ୍କୁ ଭେଟିବା ପୂର୍ବରୁ ଆଦିତ୍ୟ ରୟ କପୁରଙ୍କୁ ଡେଟ କରୁଥିଲେ। ଯେତେବେଳେ ସୁଶାନ୍ତଙ୍କୁ ରିଆ ଛାଡି ଚାଲିଗଲେ, ସେତେବେଳେ ସେ ଡିପ୍ରେସନରେ ଆସିଗଲେ । ଜଣେ ମହିଳା କେତେ ତଳକୁ ଖସିପାରେ । ତୁମେ ଏହି କାହାଣୀ ନିଜେ କେତେ ଜଣଙ୍କୁ କହିଛ । ଜଣେ ବିପଜ୍ଜନକ ମହିଳା ମୁକ୍ତ ଭାବରେ ବୁଲୁଛନ୍ତି କି? ରିଆଙ୍କୁ ସୁଶାନ୍ତଙ୍କ ଜୀବନକୁ ପଠାଯାଇଥିଲା ।’

ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରେ ହୋଇଥିବା ଯାଞ୍ଚରେ ରିଆଙ୍କ କଲ୍ ବିବରଣୀରେ ଆଦିତ୍ୟଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥିଲା। ଏଭଳି ପରିସ୍ଥିତିରେ ସ୍ମିତାଙ୍କ ଏହି ଟ୍ବିଟ ନିଶ୍ଚିତ ଭାବରେ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.