ETV Bharat / sitara

‘ସଡକ 2’ ଟ୍ରୋଲ ଉପରେ ପୂଜାଙ୍କ ପ୍ରତିକ୍ରିୟା

author img

By

Published : Aug 13, 2020, 7:28 PM IST

ୟୁଜରଙ୍କୁ କଡା ଜବାବ ଦେଲେ ପୂଜା । ସେ ଦୀର୍ଘ ସମୟ ପରେ ସଞ୍ଜୟଙ୍କ ସହ ଫିଲ୍ମ ‘ସଡକ 2’ରେ ନଜର ଆସିବେ । ଫିଲ୍ମକୁ ନେଇ ବର୍ତ୍ତମାନ ଚର୍ଚ୍ଚା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମା@ପୂଜା ଭଟ୍ଟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମା@ପୂଜା ଭଟ୍ଟ

ମୁମ୍ବାଇ:ମହେଶ ଭଟ୍ଟଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ସଡକ 2’ର ଜବରଦସ୍ତ ଟ୍ରେଲର ବୁଧବାର ରିଲିଜ କରିଥିଲେ ମେକର୍ସ। ଏହି ରୋମାଣ୍ଟିକ ମଲ୍ଟି ଷ୍ଟାରର ଫିଲ୍ମରେ ଅଭିନେତା ସଞ୍ଜୟ ଦତ୍ତ, ପୂଜା ଭଟ୍ଟ, ଆଦିତ୍ୟ ରାୟ କପୁର ଓ ଆଲିୟା ଭଟ୍ଟଙ୍କ ଅଭିନୟ ଦେଖିବାକୁ ପାଇବେ ଦର୍ଶକ । ହେଲେ ଟ୍ରେଲରକୁ ନେଇ ଅସନ୍ତୋଷ ନଜର ଆସୁଛନ୍ତି ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫ୍ୟାନ୍ସ । ଟ୍ରେଲର ରିଲିଜ ହେବା ମାତ୍ରେ ୟୁଟ୍ୟୁବରେ ଡିସଲାଇକ କରିବା ଆରମ୍ଭ କରିଦେଇଛନ୍ତି ସମସ୍ତେ । ସେହିପରି ସୋସିଆଲ ମିଡିଆରେ ବର୍ତ୍ତମାନ ଟ୍ରେଲରକୁ ଟ୍ରୋଲ କରାଯାଉଛି । ଯାହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ନିର୍ମାତା, ଅଭିନେତ୍ରୀ ପୂଜା ।

  • 😄Am absolutely not! Lovers/Haters two sides of the same coin. Gotta hand it to both for giving us their valuable time and making sure we are trending. Thank you for your wishes! 🙏

    — Pooja Bhatt (@PoojaB1972) August 13, 2020 " class="align-text-top noRightClick twitterSection" data=" ">

କଥାଟି ହେଲା ଯେ ଜଣେ ୟୁଜର ଲେଖିଥିଲେ, ‘ପୂଜା ଭଟ୍ଟ ହେଟର୍ସଙ୍କ ବିଷୟରେ ଚିନ୍ତା ଜମା କରନ୍ତୁ ନାହିଁ । 4.2 ମିଲିନୟ ଡିସଲାଇକ୍ସ ପରେ ବି ସଡକ 2 ନମ୍ବର 1ରେ ଟ୍ରେଡିଂ କରୁଛି। ଫିଲ୍ମ ପାଇଁ ଶୁଭକାମନା ।’

ପ୍ରକାଶ ଥାଉକି ପୂଜା ସେହି ଟ୍ବିଟ ଉପରେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ‘ମୋତେ ଏହି ହେଟର୍ସଙ୍କ ପାଇଁ କୌଣସି ଫର୍କ ପଡୁନାହିଁ । ଲଭର୍ସ ଓ ହେଟର୍ସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ । ଏହାପାଇଁ ସମୟ ଦେବା ଏବଂ ଏହାକୁ ଟ୍ରେଡିଂରେ ରଖିବା ପାଇଁ ମୋତେ ସମସ୍ତଙ୍କୁ ଶ୍ରେୟ ଦେବାକୁ ପଡିବ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.