ETV Bharat / sitara

ହଟ୍ ପିଙ୍କ ଡ୍ରେସରେ ସମସ୍ତଙ୍କୁ ଦିୱାନା କରୁଛନ୍ତି ମୌନୀ

author img

By

Published : Dec 22, 2020, 12:21 PM IST

ଭାଇରାଲ ହେଲା ମୌନୀଙ୍କ ନୂଆ ଫଟୋ । ଏଥର ସେ ପିଙ୍କ ଆଉଟଫିଟ୍‌ରେ ଉଡାଇଛନ୍ତି ସମସ୍ତଙ୍କ ହୋସ । ଏଯାବତ ତାଙ୍କ ଫଟୋକୁ ମିଳିସାରିଲାଣି 3 ଲକ୍ଷରୁ ଅଧିକ ଲାଇକ୍ସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୌନୀ ରୟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୌନୀ ରୟ

ମୁମ୍ବାଇ: ଟିଭିରୁ ନେଇ ବଲିଉଡରେ ଚହଳ ସୃଷ୍ଟି କରିଥିବା ମୌନୀ ରୟ ଯେବେ ମଧ୍ୟ ନିଜର କୌଣସି ଫଟୋ ପୋଷ୍ଟ କରନ୍ତି ତେବେ ତାହା ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଦିଏ । ଏଥର ମଧ୍ୟ ଏମିତି ଦେଖିବାକୁ ମିଳୁଛି । କାରଣ ସୋସିଆଲ ମିଡିଆରେ ଘୁରିବୁଲୁଛି ତାଙ୍କ ପିଙ୍କ ଅବତାର । ଆଜ୍ଞା ହଁ, ନୂଆ ଫଟୋସୁଟକୁ ନେଇ ବର୍ତ୍ତମାନ ଚର୍ଚ୍ଚାରେ ସେ । ପିଙ୍କ ଆଉଟଫିଟରେ ଦେଖିବାକୁ ମିଳୁଛି ତାଙ୍କ ଜଲୱା । ଯାହାକୁ ଦେଖି ଫ୍ୟାନ୍ସ କହୁଛନ୍ତି ବାଃ ବାଃ ।

ନୂଆ ଫଟୋସୁଟ କରିଥିବା ମୌନୀ ଇନଷ୍ଟାଗ୍ରାମରେ ନିଜର କିଛି ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ସୁନ୍ଦର ଅବତାର ଦେଖିବାକୁ ମିଳୁଛି । ହଟ୍ ପିଙ୍କ ଡ୍ରେସରେ ସେ କରିଛନ୍ତି ଫଟୋସୁଟ । ଭିନ୍ନ ଭିନ୍ନ ପୋଜରେ ତାଙ୍କ ସୌନ୍ଦର୍ଯ୍ୟଭରା ଅନ୍ଦାଜ ସମସ୍ତଙ୍କୁ ଘାଇଲା କରୁଛି । ସେପଟେ ଫ୍ୟାନ୍ସ ତାଙ୍କ ଏହି ପୋଷ୍ଟରେ କମେଣ୍ଟ କରିବାରେ ଲାଗିଛନ୍ତି । ଦେଖନ୍ତୁ ଫଟୋ...

ପ୍ରକାଶ ଥାଉକି ନିକଟରେ ଷ୍ଟ୍ରିମିଂ ହୋଇଥିବା ପପୁଲାର ସିରିଜ ‘ଲଣ୍ଡନ କନଫିଡେନ୍ସିଆଲ’ରେ ନଜର ଆସିଥିଲେ । ଯେଉଁଥିରେ ତାଙ୍କ ଅଭିନୟ ପ୍ରଶଂସା ଖୁବ୍ କରିଥିଲେ ଦର୍ଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.