ETV Bharat / sitara

ରଣବୀରଙ୍କ ଫଟୋରେ ଫିଦା ଦୀପିକା, ଲେଖିଲେ ସୋ ହ୍ୟାଣ୍ଡସମ୍‌...

author img

By

Published : Mar 25, 2021, 1:58 PM IST

ଭାଇରାଲ ହେଲା ବଲିଉଡ ବେଷ୍ଟ କପଲ ରଣବୀର ଓ ଦୀପିକାଙ୍କ ନୂଆ ଫଟୋ । ଯେଉଁଥିରେ ସ୍ବାମୀଙ୍କ ପ୍ରଶଂସା କରିବାରେ ବ୍ୟସ୍ତ ଦୀପିକା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ରଣବୀର ସିଂ

ମୁମ୍ବାଇ: ବୁଧବାର ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ନିଜର କିଛ ଫଟୋ ସେୟାର କରିଥିଲେ ବି-ଟାଉନର ଖିଲଜି ରଣବୀର ସିଂ । ଯେଉଁଥିରେ ଫ୍ୟାନ୍ସ କମେଣ୍ଟ କରି ପ୍ରଶଂସା କରିବାରେ ଲାଗିଛନ୍ତି । ହେଲେ ରଣବୀରଙ୍କ ଫଟୋ ଦେଖି ପୁଣି ଫିଦା ହୋଇପଡିଛନ୍ତି ପତ୍ନୀ, ଅଭିନେତ୍ରୀ ଦୀପିକା ପାଦୁକୋନ ।

ସେ ଫଟୋରେ କମେଣ୍ଟ କରି ଲେଖିଛନ୍ତି, ‘ସୋ ହ୍ୟାଣ୍ଡସମ ।’ ଭାଇରାଲ ହେଉଥିବା ପ୍ରଥମ ଫଟୋରେ ଦୀପିକାଙ୍କ ସହ କଥାରେ ମଜିଯାଇଥିବାର ନଜର ଆସୁଛନ୍ତି ରଣବୀର । ସେହିପରି ଦ୍ବିତୀୟ ଫଟୋରେ ଦୁଇ ବନ୍ଧୁଙ୍କ ସହ ଏହି ଯୋଡି ବସିଥିବା ବେଳେ ତୃତୀୟ ଫଟୋରେ ସମସ୍ତେ କଥାବାର୍ତ୍ତା ହେଉଥିବାର ଦେଖାଯାଉଛନ୍ତି । ଦେଖନ୍ତୁ ଫଟୋ...

ପ୍ରକାଶ ଥାଉକି, ବିବାହ ପରେ ଏହି ଯୋଡିଙ୍କୁ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ରେ ଦେଖିବାକୁ ମିଳିବ । କବୀର ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଫେମସ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ରଣବୀର ଅଭିନୟ କରୁଥିବା ବେଳେ ଦୀପିକା ତାଙ୍କ ପତ୍ନୀ ଭୂମିକାରେ ଦେଖାଯିବେ । ଏପ୍ରିଲରେ ରିଲିଜ ହେବ ଫିଲ୍ମ ।'

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.